www.samajalive.in
Sunday, December 7, 2025
26.1 C
Bhubaneswar

ଖୁବଶୀଘ୍ର ବଜାରକୁ ଆସିବ ଏୟାରଟେଲର ୪-ଜି ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଜିଓକୁ ଟକ୍କର ଦେବାପାଇଁ ଖୁବଶୀଘ୍ର ବଜାରକୁ ଆସିବ ଏୟାରଟେଲର ନୂଆ ୪-ଜି ସ୍ମାର୍ଟଫୋନ। ଯାହାର ମୂଲ୍ୟ ମାତ୍ର ୧୦୦୦ଟଙ୍କାରୁ କମ୍‍ ହେବ। ଏୟାରଟେଲର ଏହି ଫୋନ ଆସିବା ପରେ କମ୍ପାନୀର ୪-ଜି ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ହେବ ବୋଲି ଆଶା କରାଯାଉଛି। ସବୁଠାରୁ ଖାସ୍‍ କଥା ହେଉଛି ଏୟାରଟେଲ ଏହି ଫୋନ ସହିତ କମ୍ପାନୀ ଅନେକ ଗୁଡିଏ ଅଫର ଦେବ। ମାତ୍ର ଅଫର ବାବଦରେ ଏପର୍ଯ୍ୟନ୍ତ କମ୍ପାନୀ ତରଫରୁ କୌଣସି ନିଦ୍ଧିଷ୍ଟ ସୂଚନା ଦିଆଯାଇ ନାହିଁ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories