www.samajalive.in
Wednesday, November 19, 2025
18.1 C
Bhubaneswar

ସ୍ୱାଧିନତା ର ୭୬ବର୍ଷ ପରେ ବିଜୁଳି ଆଲୁଅ ଦେଖିଲେ ୩ଟି ପଡା ର ବାସିନ୍ଦା

ରେଙ୍ଗାଲି- ସରକାର ବିକାଶ ର ଡେଙ୍ଗୁରା ପିଟୁଛନ୍ତି। କିନ୍ତୁ ଦୀପ ତଳ ଅନ୍ଧାର ଭଲି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଘିଚାମୁରା ପଞ୍ଚାୟତ ର ବୁଟୁରାପଡା, ଗଣ୍ଡପଡ଼ା,ଝାଙ୍କରପଡା ଗ୍ରାମବାସୀ ଭାରତ ସ୍ୱାଧୀନତା ର ୭୬ ବର୍ଷ ପରେ ଏଥର ବିଜୁଳି ଆଲୁଅ ଦେଖିଛନ୍ତି।

ଦୀର୍ଘ ବର୍ଷ ର ସ୍ବପ୍ନ ସାକାର ହୋଇ ଥିବାରୁ ଗ୍ରାମବାସୀଙ୍କ ମଧ୍ୟ ରେ ଖୁସି ର ଲହରୀ ଖେଳିଯାଇଛି।ଘିଚାମୁରା ସରପଞ୍ଚ ରାଜୀବ କିଶାନ ଙ୍କ ପ୍ରଚେଷ୍ଟା ରେ ଉପରୋକ୍ତ ଗ୍ରାମରେ ବିଳମ୍ବରେ ହେଲେ ମଧ୍ୟ ବିଦ୍ୟୁତ ଲାଇନ୍ ସଂଯୋଗ ସ୍ବପ୍ନ ସାକାର ହୋଇଥିବାରୁ ଜନ ସାଧାରଣ ସରପଞ୍ଚ ଏବଂ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Hot this week

ବାବା ସିଦ୍ଦିକି ହତ୍ୟା ମାମଲା: ଅନ୍‌ମୋଲ୍‌ ଭାରତ ପ୍ରତ୍ୟର୍ପିତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବ ସିଦ୍ଦିକିଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ...

ଅଲ୍‌ ଫଲାହ ପ୍ରତିଷ୍ଠାତା ଗିରଫ

ନୂଆଦିଲ୍ଲୀ: ହ୍ବାଇଟ କଲାର ଟେରର ମଡ୍ୟୁଲ ଓ ଦିଲ୍ଲୀ ଲାଲକିଲା ବିସ୍ଫୋରଣ...

ନୀତିଶଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୨୦ରେ ନୀତିଶ କୁମାରଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ...

ଦ୍ବିତୀୟ ଟେଷ୍ଟରୁ ବାଦ୍‌ ପଡ଼ିପାରନ୍ତି ଗିଲ୍‌ : ନୀତୀଶଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ...

୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବାରୁ ପାହାଡ଼ିଆ...

Related Articles

Popular Categories