BJD Bijuli 480×75 Mob

ସଡକ ଦୁର୍ଘଟଣାରେ ଜଣେ ଗୁରୁତର

BJD Bijuli 480×75 Mob
0

ବାଲେଶ୍ବର: ୧୬ ଜାତୀୟ ରାଜପଥ ମା ଦାଣ୍ଡକାଲି ମନ୍ଦିର ନିକଟରେ ସଡକ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ପରିଚୟ ମିଳିନଥିବା ​‌ବେଳେ ତାଙ୍କ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୌଣସି ଏକ ଟେଣ୍ଡ ହାଉସର ଜିନିଷପତ୍ର ନେଇ ଯାଉଥିବା ମିନିଟ୍ରକ୍ ଭାରସ୍ୟମ ହରାଇ ଓଲଟି ପଡିଥିବା ସନ୍ଦେହ କରାଯାଉଛି ।

Leave A Reply