www.samajalive.in
Tuesday, December 9, 2025
23.1 C
Bhubaneswar

ରାମାୟଣର କାହାଣୀକୁ ନେଇ ନିର୍ମାଣ ହେବ ବଲିଉଡ଼୍ ଚଳଚ୍ଚିତ୍ର, ରାମସୀତା ଚରିତ୍ରରେ ହ୍ରିତିକ୍-ଦୀପିକା

ମୁମ୍ବଇ : ହିନ୍ଦୁର ପୌରାଣିକ ଧର୍ମଗ୍ରନ୍ଥ ରାମାୟଣ ଉପରେ ଏକ ବଲୀଉଡ଼୍ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ସୂଚନା ମୁତାବକ ବଲିଉଡ଼ର ଆଗ ଧାଡିର କଳାକାର ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନଙ୍କୁ ମୁଖ୍ୟ ଚରିତ୍ର ରାମସୀତା ଚରିତ୍ରରେ ଅଭିନୟ କରୁଥିବା ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରରେ ପ୍ରଥମ ଥର ହ୍ରିତିକ୍-ଦୀପିକାଙ୍କୁ ଏକାଠି ଅଭିନୟ କରିବା ଦେଖିବାକୁ ମିଳିବ। ଚଳଚ୍ଚିତ୍ରରେ ନିର୍ଦ୍ଦେଶନାର ଭାର ବହନ କରିବେ ନିତେଶ୍ ତିଓ୍ବାରୀ ଏବଂ ରବି ଉଡୟାଭର ଓ ମଧୂ ମନ୍ତେନାଙ୍କ ପ୍ରଯୋଜନାରେ ଚଳଚ୍ଚିତ୍ରଟି ନିର୍ମାଣ ହେବ। ଏହି ସିନୋମଟିକୁ ହିନ୍ଦି, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ରର ଟାଇେଟେଲ ଏପର୍ୟ୍ୟନ୍ତ ଠିକ୍ ହୋଇନଥିବାବେଳେ ଏହି ସିନେମାଟି ୫୦୦କୋଟି ଟଙ୍କା ବଜେଟରେ ନିର୍ମାଣ ହେବ ଏବଂ ଏହି ଚଳଚ୍ଚିତ୍ରଟି ୩ଡିରେ ଶୁଟିଂ କରାଯିବ।

Hot this week

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

Related Articles

Popular Categories