ନୂଆଦିଲ୍ଲୀ : ଟେନିସ୍ ତାରକା ଦିଭିଜ ସରନ୍ ବ୍ରିଟିସ୍ ଟେନିସ୍ ଖେଳାଳି ସାମନ୍ଥା ମରେଙ୍କୁ ବିବାହ କରିଛନ୍ତି। ଏନେଇ ଦିଭିଜ ସରନ୍ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ୩୩ ବର୍ଷୀୟ ସରନ୍ ନିଜ ଟ୍ବିଟର ଆକାଉଣ୍ଟରେ ନିଜ ବିବାହର ଏକ ଫଟୋକୁ ଟ୍ବିଟରରେ ପୋଷ୍ଟ କରିଛନ୍ତି। ଫଟୋ ପୋଷ୍ଟ କରିବା ସହ ଲେଖିଛନ୍ତି, ‘ସେ ମୋର ଶ୍ରେଷ୍ଠ ସାଥୀ’। ଦିଭିଜ ସରନ୍ ୨୦୧୮ରେ ଏସୀୟ ସ୍ବର୍ଣ୍ଣ ଜିତିଥିଲେ।
Popular Categories



