ବାଲେଶ୍ବର : ବାଲେଶ୍ବର ଜିଲା ବ୍ରାହ୍ମଣୀପୋଖରୀ ଠାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ରାକେଶ ବେହେରା। ସେ କୁପାରୀ ଠାରେ ଏକ ଏସବିଆଇ ଏଟିଏମ୍ର ସିକ୍ୟୁରିଟି ଗାର୍ଡ ବୋଲି ଜଣାପଡିଛି। ଏହି ଦୁର୍ଘଟଣାରେ ରବିବାର ବିଳମ୍ବିତ ରାତିରେ ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି।
Popular Categories



