www.samajalive.in
Wednesday, December 10, 2025
15.1 C
Bhubaneswar

ମୋଦୀଙ୍କ ନିର୍ବାଚନ ସଭାରେ ମୁକେଶ ଆମ୍ବାନୀଙ୍କ ପୁଅ ଅନନ୍ତ

ମୁମ୍ବଇ : ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀଙ୍କ ପୁଅ ଅନନ୍ତ ଆମ୍ବାନୀଙ୍କୁ ମୋଦୀଙ୍କ ନିର୍ବାଚନୀ ସଭାରେ ଦେଖିବାକୁ ମିଳିଛି। ଶୁକ୍ରବାର ମୁମ୍ବଇର ବାନ୍ଦ୍ରା-କୁର୍ଲା କମ୍ପେ୍ଲକ୍ସରେ ଆୟୋଜିତ ଏହି ସଭାରେ ଅନନ୍ତ ଆଗ ଧାଡିରେ ବସିଥିଲେ। ଅନନ୍ତଙ୍କ କହିବା ଅନୁସାରେ, ମୁଁ ଦେଶର ସମର୍ଥନ କରୁଛି ଓ ପ୍ରଧାନମନ୍ତ୍ରୀଙ୍କୁ ଶୁଣିବା ପାଇଁ ଏଠାକୁ ଆସିଛି। ଏହାସହ ଅନନ୍ତ ମୋଦୀଙ୍କ ପାଇଁ ‘ଚୌକିଦାର’ ନାରା ମଧ୍ୟ ଲଗାଇଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ ଯେ ଅନନ୍ତଙ୍କ ପିତା ତଥା ମୁକେଶ ଆମ୍ବାନୀ କଂଗ୍ରେସ ପ୍ରାର୍ଥୀ ମିଲିନ୍ଦ ଦେବଡାଙ୍କ ସମର୍ଥନ କରିଛନ୍ତି। ୧୦ବର୍ଷ ଧରି ଦକ୍ଷୀଣ ମୁମ୍ବଇର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିଷୟରେ ମିଲିନ୍ଦ ଭଲଭାବରେ ଜାଣିଥିବା ମୁକେଶ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories