www.samajalive.in
Sunday, December 7, 2025
23.1 C
Bhubaneswar

୭୨ ଘଣ୍ଟା ବାରଣ ସମାପ୍ତ ; ହିନ୍ଦୁ ମୋର ଧାର୍ମିକ ପରିଚୟ : ଯୋଗୀ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ବାଚନ କମିଶନ ଲଗାଇଥିବା ୭୨ ଘଣ୍ଟା ପ୍ରତିବନ୍ଧକ ସମାପ୍ତ ହୋଇଛି। ଏହାକୁ ନେଇ ଯୋଗୀ ଆଦିତ୍ୟନାଥ ଟୁଇଟ କରି କହିଛନ୍ତି, ହିନ୍ଦୁ ହେବା ମୋର ଧାର୍ମିକ ପରିଚୟ, ଗଣତାନ୍ତ୍ରିକ ମୂଲ୍ୟବୋଧ ଆଧାରରେ ନିର୍ବାଚନ କମିଶନଙ୍କ ଆଦେଶର ସମ୍ମାନ କରୁଛି। ସେ ଆହୁରି କହିଛନ୍ତି ମୋ ମନ୍ଦିର ଦର୍ଶନକୁ ନେଇ ରାଜନୀତି କରାନଯାଉ।
ସୂଚନଯୋଗ୍ୟ ଯେ ଏକ ନିର୍ବାଚନୀ ସଭାରେ ବଜରଙ୍ଗ ବାଲୀ ଓ ଅଲ୍ଲିକୁ ନେଇ ଦେଇଥିବା ବୟାନକୁ ନିର୍ବାଚନ କମିଶନ ଯୋଗିଙ୍କୁ ୭୨ ଘଣ୍ଟା ପାଇଁ ପ୍ରତିବନ୍ଧ ଲଗାଇଥିଲେ। ଏହାସହ ସେ ଯୋଗି ଆଦିତ୍ୟନାଥ ହନୁମାନ ଜୟନ୍ତିର ଶୁଭକାମନା ଜଣାଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories