www.samajalive.in
Friday, December 12, 2025
16.1 C
Bhubaneswar

ଗୁରୁବାର ହଳଦିଆ ରଙ୍ଗର ବିଶେଷ ମହତ୍ତ୍ବ

ହିନ୍ଦୁ ଧର୍ମ ଅନୁଯାୟୀ ସପ୍ତାହର ସାତ ଦିନର ପ୍ରତିଟି ଦିନକୁ ଏକ ନିଦ୍ଧିଷ୍ଟ ଭଗବାନଙ୍କ ନାମରେ ସର୍ମପିତ କରାଯାଇଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୃହଷ୍ପତି ହେଉଛି ଶୁଭ ଗ୍ରହ । ସବୁ ଗ୍ରହ ମଧ୍ୟରୁ ଆକରରେ ବୃହଷ୍ପତି ବୃହତ ହୋଇଥିବାରୁ ଏହାକୁ ଗୁରୁ ବୋଲି କୁହାଯାଏ। ସେଥିପାଇଁ ଗୁରୁବାର ଦିନଟିକୁ  ବୃହଷ୍ପତିଙ୍କୁ ସମର୍ପିତ କରାଯାଇଛି । ତେବେ  ଏହି ଦିନ ଗୁରୁଙ୍କ ପୂଜା କରାଯିବା ସହ  ହଳଦିଆ ରଙ୍ଗର ବିଶେଷ ମହତ୍ତ୍ୱ ରହିଛି।

ଗୁରୁବାରରେ ହଳଦିଆ ରଙ୍ଗର ମହତ୍ତ୍ୱ

- Advertisement -

୧. ସୁନା, ତମ୍ବା ଆଦି ଧାତୁ  ଓ ହଳଦିଆ ରଙ୍ଗ ସହ ବୃହଷ୍ପତିଙ୍କ ଗଭୀର ସମ୍ପର୍କ ରହିଛି। ଭଗବାନ ବିଷ୍ଣୁ ମଧ୍ୟ ହଳଦିଆ ରଙ୍ଗ ବସ୍ତ୍ର ପରିଧାନ କରିଥାନ୍ତି। ଯଦି ଆପଣ ଏହି ଦିନ ହଳଦିଆ ରଙ୍ଗ ବସ୍ତ୍ର ଓ ଧାତୁ ଧାରଣ କରୁଛନ୍ତି, ତେବେ ଆପଣ ବିଷ୍ଣୁଙ୍କ ଅଶେଷ କୃପା ଲାଭ ହେବ।

୨. ଭଗବାନ ବିଷ୍ଣୁଙ୍କୁ ଖୁସି କରିବା ପାଇଁ ହଳଦିଆ ରଙ୍ଗର ମିଠା ଭୋଗ ଅର୍ପଣ କରିବା ସହ ନିଜେ ମଧ୍ୟ ଖାଇବେ । ଏହା ଦ୍ୱାରା ଗୁରୁ ଶ୍ରେଷ୍ଠ ବୃହଷ୍ପତିଙ୍କ ଆର୍ଶିବାଦ ଆପଣଙ୍କୁ ପ୍ରାପ୍ତି ହେବ ।

୩. ଯଦି ଆପଣ ଭଲ ଜୀବନ ସାଥୀ ଚାହୁଁଛନ୍ତି ତେବେ ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କଲେ ଉତ୍ତମ ଜୀବନ ସାଥୀ ମିଳିବ ।

୪. ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୁରୁକୃପା ଲାଭ ନ ହେଲେ ବିବାହ ହୁଏ ନାହିଁ। ଯଦି କୌଣସି ଯୁବତୀଙ୍କ ବିବାହ ବିଳମ୍ବ ହୁଏ ତେବେ ଗୁରୁବାର ହଳଦିଆ ପୋଷାକ ପିନ୍ଧନ୍ତୁ। ସେହିପରି ଶୁକ୍ରବାର ଦିନ ଧଳା ବସ୍ତ୍ର ପରିଧାନ କଲେ ମଧ୍ୟ ଆର୍ଶୀବାଦ ପ୍ରାପ୍ତି ହୁଏ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories