ଜାଣନ୍ତୁ ରାଶି ଅନୁସାରେ ଅକ୍ଷୟ ତୃତୀୟାରେ କଣ କିଣିଲେ ଶୁଭ

0

ଅକ୍ଷୟ ତୃତୀୟାରେ ସୁନା, ଚାନ୍ଦି, ପିତ୍ତଳ ଓ ବାସନ ଆଦି ଜିନିଷ ଆଣିଲେ ଘରକୁ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ବୋଲି ମାନ୍ୟତ ରହିଛି । ଏହି ଦିନ ମହିଳାମା​‌ନେ ସୁନା ବା ଚାନ୍ଦିର ଗହଣ କିଣିବାକୁ ପସନ୍ଦ କରିଥାନ୍ତି । ଲୋକଙ୍କ ଆକୃଷ୍ଟ କରିବା ପାଇଁ ଗହଣା ଦୋକାନ ଗୁଡିକରେ ବିଭିନ୍ନ ଅଫର ଘୋଷଣା କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଏହି ଦିନ କେଉଁ ରାଶିର ଲୋକମାନେ କ’ଣ କିଣିଲେ ଶୁଭ ଅଟେ ।

ମେଷ: ପିତ୍ତଳରେ ନିର୍ମିତ ସାମଗ୍ରୀ ଏବଂ ସୁନା କିଣନ୍ତୁ ।

ବୃଷ: ଷ୍ଟିଲ ବାସନ ଓ ଚାନ୍ଦି ସାମଗ୍ରୀ କିଣନ୍ତୁ ।

ମିଥୁନ: ସୁନା, ଚାନ୍ଦି ଓ ପିତ୍ତଳ କିଣନ୍ତୁ ।

କର୍କଟ: ଚାନ୍ଦି ଏବଂ ବସ୍ତ୍ର କିଣିଲେ ଅତ୍ୟନ୍ତ ଶୁଭ ଅଟେ ।

ସିଂହ: ତମ୍ବା ଓ ସୁନା କିଣନ୍ତୁ ।

କନ୍ୟା: ସୁନା, ଚାନ୍ଦି ବା ପିତ୍ତଳ କିଣନ୍ତୁ ।

ତୁଳା: ଚାନ୍ଦି, ଫର୍ଣ୍ଣିଚର ଏବଂ ଇଲେକ୍ଟ୍ରି ସାମଗ୍ରୀ କିଣନ୍ତୁ ।

ବିଚ୍ଛା: ସୁନା ଓ ପିତ୍ତଳ କିଣନ୍ତୁ ।

ଧନୁ: ସୁନା, ପତ୍ତଳ ଏବଂ କୁଲର କିଣନ୍ତୁ ।

ମକର: ସୁନା, ଚାନ୍ଦି, ପିତ୍ତଳ ଓ ଷ୍ଟିଲ ବାସନ କିଣନ୍ତୁ ।

କୁମ୍ଭ: ସୁନା, ଚାନ୍ଦି, ପିତ୍ତଳ, ଷ୍ଟିଲ ବାସନ ଓ ଯାନବାହନ କିଣନ୍ତୁ ।

ମୀନ: ସୁନା, ଚାନ୍ଦି, ପିତ୍ତଳ ଏବଂ ଷ୍ଟିଲ ବାସନ କିଣନ୍ତୁ ।

Leave A Reply