www.samajalive.in
Sunday, December 7, 2025
14.1 C
Bhubaneswar

କୋଲକତାରେ ଏକ ଗାଡିରୁ ୧୦୦୦କିଲୋ ବିସ୍ଫୋରକ ଜବତ. ୨ ଗିରଫ

କୋଲକତା.-  କୋଲକାତାରେ ଏକ ବିସ୍ଫୋରକ ଭର୍ତ୍ତି ଗାଡି ଜବତ କରାଯାଇଛି । ଏହି ଗାଡିରେ ୧୦୦୦ କିଲୋ ବିସ୍ଫୋରକ ରହିଥିଲା ।  କୋଲକତା ପୁଲିସ ଗାଡିଟିକୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ।

୨୪ ପ୍ରଗଣା ଜିଲାରୁ ଏହା କୋଲକତାକୁ ଆସୁଥିଲା । ଏଥିରେ ପଟାସିୟମ ନାଇଟ୍ରେଟ ଥିଲା । କୋଲକତାର ସ୍ପେଲିଆଲ୍‌ ଟାସ୍କ ଫୋର୍ସକୁ ଏହି ବିସ୍ପୋରକ ବିଷୟରେ ସୂଚନା ମିଳିଥିଲା । ଗାଡିରୁ ୨୭ ବସ୍ତା ବିସ୍ପୋରକ ମିଳିଛି । ପୁଲିସ ଏହି ଗାଡିର ଚାଳକ ଇନ୍ଦ୍ରଜିତ୍‌ ଭୁଏ ଓ ପଦ୍ମଲୋଚନକୁ ଗିରଫ କରିଛି । ଏଥିରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଧରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories