www.samajalive.in
Monday, December 15, 2025
24.1 C
Bhubaneswar

ଆଜି ‘ପ୍ରଧାନମନ୍ତ୍ରୀ  ଶ୍ରମଯୋଗୀ ମାନଧନ ଯୋଜନା’ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

 

ଗାନ୍ଧିନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧିନଗରଠାରେ ‘ପ୍ରଧାନମନ୍ତ୍ରୀ  ଶ୍ରମଯୋଗୀ ମାନଧନ ଯୋଜନା’ର ଶୁଭାରମ୍ଭ କରିବେ। ଏହି ଜାତୀୟ ପେନସନ ଯୋଜନାରେ ଦେଶର ଅସଂଗଠିତ କ୍ଷେତ୍ରର ଶ୍ରମିକ ମାନଙ୍କୁ ସାମିଲ କରାଯିବ। ଯାହା ସଂପର୍କରେ ଗତ ଫେବୃଆରୀ ମଧ୍ୟବର୍ତ୍ତୀକାଳୀନ ବଜେଟରେ ଘୋଷଣା କରାଯାଇଥିଲା।

- Advertisement -

‘ପ୍ରଧାନମନ୍ତ୍ରୀ  ଶ୍ରମଯୋଗୀ ମାନଧନ ଯୋଜନା’ ଅଧିନରେ ଅସଂଗଠିତ କ୍ଷେତ୍ରର କାର୍ଯ୍ୟକରୁଥିବା ଶ୍ରମିକ ମାନଙ୍କୁ ୬୦ବର୍ଷ ପରେ ମାସିକ ୩୦୦୦ଟଙ୍କାର ପେନସନ ପ୍ରଦାନ କରାଯିବ। ଏହା ଦ୍ବାରା ଦେଶର ବିଭିନ୍ନ ଅସଂଗଠିତ କ୍ଷେତ୍ରର କାର୍ଯ୍ୟ କରୁଥିବା ପ୍ରାୟ ୧୦ କୋଟି ଶ୍ରମିକ ଉପକୃତ ହେବେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories