‘ଜିଓ କ୍ରିକେଟ ପ୍ଲେ ଆଲଂଗ’କୁ ଗ୍ଲୋମୋ ମୋବାଇଲ ମାର୍କେଟିଙ୍ଗର ସର୍ବଶ୍ରେଷ୍ଠ ପୁରସ୍କାର

0

ନୂଆଦିଲ୍ଲୀ..- ‘ଜିଓ କ୍ରିକେଟ ପ୍ଲେ ଆଲଂଗ’କୁ  ବାର୍ସିଲୋନାରେ ଅନୁଷ୍ଠିତ ହେଉଥିବା ଗ୍ଲୋବାଲ ମୋବାଇଲ (ଗ୍ଳୋମୋ) ଆୱାର୍ଡସ ୨୦୧୯ ରେ ସମ୍ମାନଜନକ ‘ମୋବାଇଲ ମାର୍କେଟିଙ୍ଗର ସର୍ବଶ୍ରେଷ୍ଠ ବ୍ୟବହାର’ ପୁରସ୍କାର ମିଳିଛି |ଏଥିରେ ଆର୍ନ୍ତଜାତୀୟସ୍ତରର ଅନ୍ୟ ଇଣ୍ଟରନେଟ ସେବା ପ୍ରଦାନକାରୀ କମ୍ପାନୀ ସମୂହ ଅଂଶ ଗ୍ରହଣ କରିଥିଲେ । ଚୀନର ମୋବାଇଲ ୟୁନାନର ଡାଇଲଗ ମେଗା ରନ ମୋବାଇଲ ମାର୍କେଟିଙ୍ଗ ପ୍ଲାଟଫର୍ମ ଓ ହୁଆୱେଇର ୟୁନାନ ଟୁରିଙ୍ଗ  ବାଏ ୱାନ ମୋବାଇଲ ଫୋନ ଏଥିରେ ଅଂଶଗ୍ରହଣ କରିଥିଲେ ।

prayash

‘ଜିଓ କ୍ରିକେଟ ପ୍ଲେ ଆଲଂଗ’  ହେଉଛି ଏକ ସ୍ୱତନ୍ତ୍ର ଅନୁଭୂତି ଦେଉଥିବା ମାର୍କେଟିଙ୍ଗ ଅଭିଯାନ । ଏହାଦ୍ୱାରା ବ୍ୟବହାରକାରୀମାନେ ଉଭୟ ଟିଭି ଏବଂ ମୋବାଇଲରେ ଏକ ସାଙ୍ଗରେ ଏକା ସମୟରେ  ବ୍ୟବହାର କରିବା ସହ  କ୍ରିକେଟର ମଜା ନେଇପାରିବେ |

ଜିଓର ଏହି ଆପ୍ଲିକେସନ୍‌ରେ ୧୦୦ ନିୟୁତରୁ ଅଧିକ ଲୋକ ଅଂଶଗ୍ରହଣ କରିଛନ୍ତି  ।

kalyan agarbati
Leave A Reply