ଲୋକସେବା ଭବନରେ କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମୁରଲୀଧର ମୋହୋଲଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା, ଓଡିଶାରେ ସମବାୟ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ବିଭିନ୍ନ ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ, ଓଡିଶାକୁ ସବୁ ସହଯୋଗ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଲେ..
ପୂର୍ବାଞ୍ଚଳ ବେସାମରିକ ବିମାନ ପରିବହନ ମନ୍ତ୍ରୀମଣ୍ଡଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ, କ୍ୟାଡେଟ୍ ପାଇଲଟ୍ ପ୍ରୋଗ୍ରାମ୍ ରେ ଓଡ଼ିଆ ଆଦିବାସୀ ଝିଅ ମାନଙ୍କୁ ପାଇଲଟ୍ ହେବା ପାଇଁ ଦିଆ ଯିବ ସ୍ୱତନ୍ତ୍ର ଟ୍ରେନିଂ – ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
Air Works ସହିତ MoU ସ୍ୱାକ୍ଷରିତ; ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଧୁନିକ MRO ସୁବିଧା ସ୍ଥାପିତ ହେବ..
୫୦୦ ବର୍ଷ ପରେ.. ଗଣେଶ ଚତୁର୍ଥୀରେ ଦୁର୍ଲ୍ଲଭ ଯୋଗ: ଏହି ରାଶିଙ୍କ ଉପରେ ଖାଲି ହେବ ଧନ ବର୍ଷା, ବଦଳିବ ଏସବୁ..
ନବୀନ ନିବାସରେ ସୋମବାର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି। ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାକୁ ରାଜ୍ୟପାଳ ନବୀନ ନିବାସ ଯାଇଛନ୍ତି। ସେଠାରେ ନବୀନଙ୍କ ସହ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି..
ଲଘୁଚାପ ଯୋଗୁଁ ସାରା ରାଜ୍ୟରେ ବର୍ଷା ଲାଗି ରହିଛି, ବୈତରଣୀରେ ବନ୍ୟା ପାଇଁ ସ୍କୁଲ୍ , ଅଙ୍ଗନବାଡ଼ି ବନ୍ଦ ରହିଛି। ଧାମନଗର ବ୍ଲକର ହସନାବାଦ, ଅର୍ଜୁନପୁର, ପଧାନୀ ଓ ସୋହଡା ପଞ୍ଚାୟତରେ ଛୁଟି ଘୋଷଣା ହୋଇଛି। ସ୍କୁଲ ଏବଂ ଅଙ୍ଗନବାଡି ଗୁଡିକରେ ବନ୍ୟା ପାଣି ପଶିଯାଇଛି। ଏଣୁ ଦୁଇଦିନ ପାଇଁ ଭଦ୍ରକ ଜିଲ୍ଲାପାଳ ୪ ପଞ୍ଚାୟତରେ ଛୁଟି ଘୋଷଣା କରିଛନ୍ତି..
୭ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବିଜେପୁର ଥାନା SI
ଜଣେ କବାଡ଼ିଆଙ୍କଠାରୁ ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍..
କାର୍ କିଣିବେ କି? ମାତ୍ର ଏତିକି ଟଙ୍କାରେ ଜବରଦସ୍ତ ଫିଚର ପୁଣି ଆକର୍ଷଣୀୟ ଲୁକ୍ ସହ ଲଞ୍ଚ ହେଲା ନୂଆ ଏସୟୁଭି..



