ମହଙ୍ଗା ହେଲା ମେଟ୍ରୋ ଟ୍ରେନ୍‌ ଯାତ୍ରା, ଜାଣନ୍ତୁ କେତେ ବଢିଲା

ନୂଆଦିଲ୍ଲୀ : ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ବଡ ଝଟକା। ମହଙ୍ଗା ହେଲା ମେଟ୍ରୋ ଟ୍ରେନ୍‌ ଯାତ୍ରା । ଅର୍ଥାତ୍‌ ମେଟ୍ରୋ ଟ୍ରେନ୍‌ରେ ଯାତ୍ରା ପାଇଁ ଭଡା ବୃଦ୍ଧି କରିବାକୁ ଘୋଷଣା କରାଯାଇଛି। ଏବେ ଯାତ୍ରୀଙ୍କୁ ଏଥିପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡିବ । ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି )ପକ୍ଷରୁ କୁହାଯାଇଛି ଯେ, ମେଟ୍ରୋ ସେବାରେ ଯାତ୍ରୀଙ୍କୁ ଆଜି ଅର୍ଥାତ୍‌ ୨୫ ଅଗଷ୍ଟ ୨୦୨୫ (ସୋମବାର)ରୁ ଦାମ୍‌ରେ ସଂଶୋଧନ କରାଯାଇଛି। ବର୍ତ୍ତମାନ ଠାରୁ … Continue reading ମହଙ୍ଗା ହେଲା ମେଟ୍ରୋ ଟ୍ରେନ୍‌ ଯାତ୍ରା, ଜାଣନ୍ତୁ କେତେ ବଢିଲା