କାର୍‌ କିଣିବେ କି? ମାତ୍ର ଏତିକି ଟଙ୍କାରେ ଜବରଦସ୍ତ ଫିଚର ପୁଣି ଆକର୍ଷଣୀୟ ଲୁକ୍‌ ସହ ଲଞ୍ଚ ହେଲା ନୂଆ ଏସୟୁଭି..

ନୂଆଦିଲ୍ଲୀ : କାର୍‌ କିଣିବାକୁ ଇଚ୍ଛା କରୁଥିଲେ ଆପଣଙ୍କ ପାଇଁ ଖୁସି ଖବର। ବଜାରକୁ କମ୍‌ ଦାମ୍‌ରେ ଆସିଛି New Renault Kiger ଜବରଦସ୍ତ କାର୍‌ । ଛୋଟ ପରିବାର ପାଇଁ ମାତ୍ର ୬.୨୯ ଲକ୍ଷ ଟଙ୍କା, ୨୦ କିଲୋମିଟର ମାଇଲେଜ୍‌ ସହ ଆସୁଛି ଏହି ଜବରଦସ୍ତ କାର୍‌ । ନିଜର ସବୁଠାରୁ ଶସ୍ତା ସବ-ଫୋର ମିଟର କମ୍ପେକ୍ଟ ଏସୟୁଭି କିଗର୍‌ର ନୂଆ ଫେସଲିଫ୍ଟ ମଡେଲ୍‌କୁ ବଜାରକୁ ଆଣିଛି । କମ୍ପାନୀ କହିଛି ଯେ, New Renault … Continue reading କାର୍‌ କିଣିବେ କି? ମାତ୍ର ଏତିକି ଟଙ୍କାରେ ଜବରଦସ୍ତ ଫିଚର ପୁଣି ଆକର୍ଷଣୀୟ ଲୁକ୍‌ ସହ ଲଞ୍ଚ ହେଲା ନୂଆ ଏସୟୁଭି..