www.samajalive.in
Saturday, December 6, 2025
15.1 C
Bhubaneswar

ଯନ୍ତ୍ରୀଙ୍କୁ ପରିଶ୍ରା ପିଆଇ ଦେଲେ ପିଅନ

ମୋହନା : ଆର୍‌. ଉଦୟଗିରି ଆରଡବ୍ଲୁଏସଏସ ବିଭାଗୀୟ ଯନ୍ତ୍ରୀ ଗୁରୁବାର ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ପାଣି ବଦଳରେ ପିଅନ ତାଙ୍କୁ ପରିଶ୍ରା ପିଆଇ ଦେଇଥିବା ନେଇ ଯନ୍ତ୍ରୀ ଅଭିଯୋଗ କରିଛନ୍ତି । ଆର୍‌.ଉଦୟଗିରି ଥାନାରେ ଯନ୍ତ୍ରୀଙ୍କ ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଗତ ୨୩ ତାରିଖ ରାତିରେ ପିଅନ ପାଣି ବଦଳରେ ପରିଶ୍ରା ଦେଇଥିବା ଅଭିଯୋଗ ହୋଇଛି। ଯନ୍ତ୍ରୀ ଜଣକ ଜାଣି ନପାରି ପରିଶ୍ରା ପିଇ ଦେଇଥିବାରୁ ସେ ଅସୁସ୍ଥ ହୋଇପଡିଥିଲେ। ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ପରେ ଥାନାରେ ଯନ୍ତ୍ରୀ ଏନେଇ ଅଭିଯୋଗ କରିଥିଲେ।

ଆଉ ମାତ୍ର ଅଳ୍ପ ଦିନ.. ଖାଲି ଧନ ହିଁ ଧନ ଦେବ ମଙ୍ଗଳ-ଶନିଙ୍କ ଶକ୍ତିଶାଳୀ ରାଜଯୋଗ; ଏହି ୫ ରାଶିଙ୍କୁ ମିଳିବ ବଡ ସଫଳତା

ଆଉ କରନ୍ତୁ ନାହିଁ ଅପେକ୍ଷା.. ୱାନ୍‌ପ୍ଲସ୍‌ର ସେଲ୍‌ର ଘୋଷଣା: ଶସ୍ତାରେ କିଣିପାରିବେ ସ୍ମାର୍ଟଫୋନ୍‌ ଠାରୁ ଆରମ୍ଭ କରି ଏସବୁ

- Advertisement -

ଦେଖନ୍ତୁ ଭିଡିଓ ; କାର୍‌ ତଳେ ଫସି ରହିଲା କୁମ୍ଭୀର, ତା’ପରେ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories