ଆଉ ମାତ୍ର ଅଳ୍ପ ଦିନ.. ଖାଲି ଧନ ହିଁ ଧନ ଦେବ ମଙ୍ଗଳ-ଶନିଙ୍କ ଶକ୍ତିଶାଳୀ ରାଜଯୋଗ; ଏହି ୫ ରାଶିଙ୍କୁ ମିଳିବ ବଡ ସଫଳତା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ କୌଣସି ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରନ୍ତି, ତେବେ ରାଜଯୋଗ, ଶୁଭ ଯୋଗ ସୃଷ୍ଟି ହୋଇଥାଏ । ଶାସ୍ତ୍ର ଗଣନାନୁସାରେ ୯ ଅଗଷ୍ଟରେ ମଙ୍ଗଳ- ଶନି ଏକାଠି ହୋଇ ପ୍ରତିଯୁତି ଦୃଷ୍ଟି ନାମକ ଖାସ୍‌ ଯୋଗ ସୃଷ୍ଟି ହେବ । ପ୍ରତିଯୁତି ଦୃଷ୍ଟି ଯୋଗ ସୃଷ୍ଟି ହେବା ଦ୍ୱାରା ୨ଟି ଗ୍ରହ ପରସ୍ପର ସହ ୧୮୦ ଡିଗ୍ରୀ କୋଣରେ ରହି ଥାନ୍ତି । ଏହି ଶକ୍ତିଶାଳୀ ଯୋଗ … Continue reading ଆଉ ମାତ୍ର ଅଳ୍ପ ଦିନ.. ଖାଲି ଧନ ହିଁ ଧନ ଦେବ ମଙ୍ଗଳ-ଶନିଙ୍କ ଶକ୍ତିଶାଳୀ ରାଜଯୋଗ; ଏହି ୫ ରାଶିଙ୍କୁ ମିଳିବ ବଡ ସଫଳତା