www.samajalive.in
Friday, December 5, 2025
26.1 C
Bhubaneswar

ଆଉ ମାତ୍ର ଅଳ୍ପ ଦିନ.. ଖାଲି ଧନ ହିଁ ଧନ ଦେବ ମଙ୍ଗଳ-ଶନିଙ୍କ ଶକ୍ତିଶାଳୀ ରାଜଯୋଗ; ଏହି ୫ ରାଶିଙ୍କୁ ମିଳିବ ବଡ ସଫଳତା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ କୌଣସି ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରନ୍ତି, ତେବେ ରାଜଯୋଗ, ଶୁଭ ଯୋଗ ସୃଷ୍ଟି ହୋଇଥାଏ । ଶାସ୍ତ୍ର ଗଣନାନୁସାରେ ୯ ଅଗଷ୍ଟରେ ମଙ୍ଗଳ- ଶନି ଏକାଠି ହୋଇ ପ୍ରତିଯୁତି ଦୃଷ୍ଟି ନାମକ ଖାସ୍‌ ଯୋଗ ସୃଷ୍ଟି ହେବ ।

ପ୍ରତିଯୁତି ଦୃଷ୍ଟି ଯୋଗ ସୃଷ୍ଟି ହେବା ଦ୍ୱାରା ୨ଟି ଗ୍ରହ ପରସ୍ପର ସହ ୧୮୦ ଡିଗ୍ରୀ କୋଣରେ ରହି ଥାନ୍ତି । ଏହି ଶକ୍ତିଶାଳୀ ଯୋଗ ଦ୍ୱାରା ଜୀବନରେ ସଫଳତା, ସମୃଦ୍ଧି ଓ କର୍ମ ଅନୁଯାୟୀ ଫଳ ମିଳିଥାଏ । ଜାଣନ୍ତୁ କେଉଁ କେଉଁ ରାଶି ପାଇଁ ଏହି ଯୋଗ ବରଦାନରୁ କମ୍‌ ନୁହେଁ..

- Advertisement -

ବୃଷ- ଏହି ରାଶିଙ୍କୁ ଆର୍ଥିକ କ୍ଷେତ୍ରରେ ସଫଳତା ମିଳିବ । ଚାକିରିରେ ଉନ୍ନତି, ସମ୍ପତ୍ତି ମାମଲାରେ ସଫଳତା, ଚାକିରିରେ ପଦନ୍ନୋତି ସହ ବଡ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କର୍କଟ- ଅତ୍ୟନ୍ତ ଶୁଭଫଳ ମିଳିବ । ଧନ-ଐଶ୍ୱର୍ଯ୍ୟରେ ଜବରଦସ୍ତ ବୃଦ୍ଧି ହେବ । ଅଟକି ଥିବା କାମ ପୂରଣ ହେବ । ଆମଦାନୀରେ ବୃଦ୍ଧି ଓ ପରିବାରରେ ସୁଖ-ଶାନ୍ତି ରହିବ ।

ତୁଳା- ଚାକିରିରେ ନୂଆ ନୂଆ ସୁଯୋଗ ମିଳିବ । ବ୍ୟବସାୟରେ ଜବରଦସ୍ତ ଲାଭ ମିଳିବ । ମନ ଖୁସି ରହିବ । ମାତା ପିତାଙ୍କ ସହଯୋଗ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମକର- ସମୟ ବେଶ ଶୁଭଙ୍କର । ଦରମା ବୃଦ୍ଧି ସହ ବ୍ୟବସାୟୀଙ୍କୁ ବଡ ସଫଳତା ମିଳିବ । କର୍ମକ୍ଷେତ୍ରରେ ଉନ୍ନତି ସହ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଉତ୍ତମ ରହିବ । ହଠାତ୍‌ ଧନ ଲାଭ ହେବ ।

ମୀନ- ଅତ୍ୟନ୍ତ ଶୁଭଫଳ ମିଳିବ । ଚାକିରିରେ ଉନ୍ନତି ହେବ । ହଠାତ୍‌ ଧନ ପ୍ରାପ୍ତି ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ପୁରୁଣା ରୋଗରୁ ମୁକ୍ତି ମିଳିବ ।

ଦେଖନ୍ତୁ ମନଛୁଆଁ ଭିଡିଓ ; ମାଆ କୋଳରେ ଶୋଇଛି କୁନି ହାତୀ

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories