ଦେଖନ୍ତୁ ମନଛୁଆଁ ଭିଡିଓ ; ମାଆ କୋଳରେ ଶୋଇଛି କୁନି ହାତୀ
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଏଭଳି ଭିଡିଓ ଭାଇରାଲ୍ ହୋଇଥାଏ, ଯାହା ବେଶ ମନଛୁଆଁ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ହାତୀର ଅନେକ ଭିଡିଓ ତ ଦେଖିଥିବେ । ନିକଟରେ ଭାଇରାଲ୍ ହେଉଥିବା ଏକ ଭିଡିଓ ଦେଖି ଲୋକେ ଭିନ୍ନ ଭିନ୍ନ ମତ ଦେବା ସହ ବେଶ ପସନ୍ଦ କରିଛନ୍ତି । ଏହି ଭିଡିଓଟି ଏକ ଛୁଆ ଓ ମାଆ ହାତୀର । ଭିଡିଓରେ ଦେଖିପାରିବେ, ଏକ ହାତୀଟି ଶୋଇଛି … Continue reading ଦେଖନ୍ତୁ ମନଛୁଆଁ ଭିଡିଓ ; ମାଆ କୋଳରେ ଶୋଇଛି କୁନି ହାତୀ
Copy and paste this URL into your WordPress site to embed
Copy and paste this code into your site to embed