ଦେଖନ୍ତୁ ଭିଡିଓ ; କାର୍‌ ତଳେ ଫସି ରହିଲା କୁମ୍ଭୀର, ତା’ପରେ..

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର କାକାଡୁ ଜାତୀୟ ଉଦ୍ୟାନରୁ ଏକ ଆଶ୍ଚର୍ଯ୍ୟ କରିବା ଭଳି ମାମଲା ସାମ୍ନାକୁ ଆସିଛି । ଯାହାର ଭିଡିଓ ମଧ୍ୟ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଏହି ଭିଡିଓଟି ସଭିଁଙ୍କ ହୋସ୍‌ ଉଡାଇବା ସହ ଧ୍ୟାନକୁ ଆକର୍ଷିତ କରୁଛି । ଏଠାରେ ଏକ କାର୍‌ ପ୍ରସିଦ୍ଧ ନଦୀର କ୍ରସିଂ – କାହିଲ୍ସ କ୍ରସିଂ ଦେଇ ଯାଉଥିଲା, ହଠାତ୍ କାର୍‌ ତଳେ ପାଣି ତଳୁ ଏକ ବିରାଟ କୁମ୍ଭୀର ଦେଖାଯାଇଥିଲା । ଚାଳକ ଜଣକ … Continue reading ଦେଖନ୍ତୁ ଭିଡିଓ ; କାର୍‌ ତଳେ ଫସି ରହିଲା କୁମ୍ଭୀର, ତା’ପରେ..