ନୂଆଦିଲ୍ଲୀ : ୱାନ୍ପ୍ଲସ୍ ନିଜର ସ୍ୱାଧୀନତା ଦିବସ ସେଲ୍ ଘୋଷଣା କରିଛି । ଯାହାର ଲାଭ ଆପଣ ଆଜି ଠାରୁ ଉଠାଇ ପାରିବେ । ୱାନ୍ପ୍ଲସ୍ର ଏହି ସେଲ୍ ଆମାଜନ୍ର ଗ୍ରେଟ୍ ଫ୍ରିଡମ୍ ଫେଷ୍ଟିବଲ୍ ସେଲ୍ର ଏକ ଅଂଶ । ଯାହା ଆଜି ମଧ୍ୟାହ୍ନରୁ ଆରମ୍ଭ ହୋଇଛି । ଏହି ସେଲ୍ର ଲାଭ ଉଠାଇ ୱାନ୍ପ୍ଲସ୍ର ଅନେକ ଜିନିଷ କିଣି ପାରିବେ । ଏହି ସେଲ୍ରେ ୱାନ୍ପ୍ଲସ୍ ନୋରଡ୍ ୫, ନୋରଡ୍ ସିଇ୫, ଓ ୱାନ୍ପ୍ଲସ୍ ୧୩ … Continue reading ଆଉ କରନ୍ତୁ ନାହିଁ ଅପେକ୍ଷା.. ୱାନ୍ପ୍ଲସ୍ର ସେଲ୍ର ଘୋଷଣା: ଶସ୍ତାରେ କିଣିପାରିବେ ସ୍ମାର୍ଟଫୋନ୍ ଠାରୁ ଆରମ୍ଭ କରି ଏସବୁ
Copy and paste this URL into your WordPress site to embed
Copy and paste this code into your site to embed