www.samajalive.in
Sunday, December 14, 2025
26.1 C
Bhubaneswar

ବିଜେପି ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ଐତିହାସିକ ପ୍ରସିଦ୍ଧ ଦେବଗିରି ପାହାଡ଼ ରେ ବିଜେପି ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯାଇଛି। କ ଜୋନର ବିଜେପି ମଣ୍ଡଳ ସଭାପତି ଅଜିତ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଆଜି ଦେବଗିରି ପାହାଡ଼ର ଯାତ୍ରା ପଡିଆ ଠାରୁ ଆରମ୍ଭ କରି ପାହାଡର ଉପରିଭାଗର ଗଙ୍ଗା ଯମୁନା, ସରସ୍ୱତୀ, ନର୍ମଦା, ଧୋବାଧୋବୁଣି କୁଣ୍ଡ ସଫା କରିବା ସହ ମନ୍ଦିରର ପରିସରରେ ପଡିଥିବା ଅଳିଆ ଆବର୍ଜନା ସଂଗ୍ରହ କରି ଫିଙ୍ଗିଥିଲେ। ଏଥିରେ ସ୍ୱଚ୍ଛ ଭାରତର ଜିଲା ସଂଯୋଜକ କୃଷ୍ଣ ସାମଲ ସମେତ ନିରଞ୍ଜନ ମହନନ୍ଦିଆ, ଶତ୍ରୁଘନ ବାଗ, ସଞ୍ଜୁ ତିଆକା, ସମେଶ୍ୱର କୌଶଲ୍ୟା, ଶିଵ ଆଚାରି, ପ୍ରସାଦ ପଟ୍ଟନାୟକ, ନକୁଳ ବେନିଆ, ସନ୍ତୋଷ ବାଗ ପ୍ରମୁଖ ଉପସ୍ଥିତ ରହି ସଫେଇ କରିଥିଲେ ।

ଉଦୟ ହେଲେ ଶନି : ଜାଣନ୍ତୁ କେଉଁ ରାଶି ଉପରେ ପଡିବ କି ପ୍ରଭାବ, କାହାକୁ ମିଳିବ ଧନ, କାହାକୁ ମିଶ୍ରିତ ଫଳ

ଦେଖନ୍ତୁ ଭିଡିଓ ; ମାତ୍ର ୧୫ ସେକେଣ୍ଡରେ ବୁଲେଟ୍‌ ଚୋରି କରି ଯୁବକ ଫେରାର

- Advertisement -

ଦେଖନ୍ତୁ ଭିଡିଓ ; ବିଦ୍ୟୁତ୍‌ ତାର ଉପରେ ଘାସ ଖାଉଛି ଛେଳି

ପୁଣି ବଢିଲା ସୁନା ଦାମ୍‌; ଗ୍ରାମ୍‌ ପିଛା ଏତିକି ବୃଦ୍ଧି

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories