ପୁଣି ବଢିଲା ସୁନା ଦାମ୍‌; ଗ୍ରାମ୍‌ ପିଛା ଏତିକି ବୃଦ୍ଧି

ଭୁବନେଶ୍ୱର : ଗତ କିଛି ଦିନରେ ସୁନା ଦର କମିଥିବା ବେଳେ ପୁଣି ବଢିଲା ସୁନା ଦାମ୍‌ । ଗୁରୁବାର ସୁନା ଦାମ୍‌ ପ୍ରାୟ ୨୭୦୦ ଟଙ୍କା ବୃଦ୍ଧି ପାଇଛି। ଏପ୍ରିଲ ୧୦ ଅର୍ଥାତ୍‌ ଗୁରୁବାର ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌ ପ୍ରତି ୯୩,୩୮୦ ଟଙ୍କା ରହିଛି । ଗତକାଲି ଏହା ୯୦,୪୪୦ ଟଙ୍କା ଥିଲା । ଏଥିରେ ପ୍ରାୟ ୨,୯୪୦ ଟଙ୍କା ବୃଦ୍ଧି ହୋଇଛି । ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ … Continue reading ପୁଣି ବଢିଲା ସୁନା ଦାମ୍‌; ଗ୍ରାମ୍‌ ପିଛା ଏତିକି ବୃଦ୍ଧି