ଦେଖନ୍ତୁ ଭିଡିଓ ; ମାତ୍ର ୧୫ ସେକେଣ୍ଡରେ ବୁଲେଟ୍‌ ଚୋରି କରି ଯୁବକ ଫେରାର

ନୂଆଦିଲ୍ଲୀ : ନିକଟରେ ସୋସିଆଲ ମିଡିଆରେ ଚୋରିର ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ଭିଡିଓଟି ଉତ୍ତରପ୍ରଦେଶର ମୁଜଫରନଗରର ବୋଲି କୁହାଯାଉଛି । ଭିଡିଓରେ ଜଣେ ଚୋର ମାତ୍ର ୧୫ ସେକେଣ୍ଡରେ ବୁଳେଟ୍‌ର ଲକ୍‌ ଭାଙ୍ଗି ଗାଡି ନେଇ ସେଠାରୁ ଫେରାର ହୋଇ ଯାଇଛନ୍ତି । ଭିଡିଓଟି ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । The thief came, inserted a sharp iron nail-like object … Continue reading ଦେଖନ୍ତୁ ଭିଡିଓ ; ମାତ୍ର ୧୫ ସେକେଣ୍ଡରେ ବୁଲେଟ୍‌ ଚୋରି କରି ଯୁବକ ଫେରାର