ଦେଖନ୍ତୁ ଭିଡିଓ ; ବିଦ୍ୟୁତ୍‌ ତାର ଉପରେ ଘାସ ଖାଉଛି ଛେଳି

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା କିଛି ଭିଡିଓ ଆଶ୍ଚର୍ଯ୍ୟ ଚକିତ କରିବା ସହ ସହଜରେ ବିଶ୍ୱାସ କରି ହୋଇନଥାଏ । କିଛି ଭିଡିଓ ଅନେକ ସମୟରେ ଲୋକଙ୍କୁ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ଛେଳିର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଛେଳିଟି ବିଦ୍ୟୁତ୍‌ ତାର ଉପରେ ଚଢି ଘାସ ଖାଉଛି । ଯାହାକୁ ସହଜରେ ଲୋକେ ବିଶ୍ୱାସ କରି ପାରୁନାହାଁନ୍ତି । କଥାଟା ଶୁଣିବାକୁ ହିଁ ଅଜବ ଲାଗୁଛି … Continue reading ଦେଖନ୍ତୁ ଭିଡିଓ ; ବିଦ୍ୟୁତ୍‌ ତାର ଉପରେ ଘାସ ଖାଉଛି ଛେଳି