www.samajalive.in
Tuesday, December 9, 2025
16.1 C
Bhubaneswar

ଏଣ୍ଡୋଭରର ବୁକିଂ ଆରମ୍ଭ ; ୨୨ରେ ଲଞ୍ଚ

ନୂଆଦିଲ୍ଲୀ : ଫୋର୍ଡ ଇଣ୍ଡିଆ ନିଜର ନୁଆ ମଡେଲ କାର ଏଣ୍ଡୋଭର କିଣିବା ପାଇଁ ବୁକିଂ ଆରମ୍ଭ ହୋଇଯାଇଛି। କମ୍ପାନୀ ଏହି କାରର ବୁକିଂ ପାଇଁ ୧ଲକ୍ଷ ଟଙ୍କା ରଖିଛି। ଏହି କାରକୁ ଭାରତରେ ଫେବୃଆରୀ ୨୨ରେ ବଜାର ପ୍ରବେଶ କରାଯିବ। ଏହି କାରକୁ କମ୍ପାନୀ ତାମିଲନାଡୁ ଚେନ୍ନଇ ସ୍ଥିତ କାରଖାନାରେ ପ୍ରସ୍ତୁତ କରାଯାଉଛି। ନିକଟରେ ଏହି କାରକୁ ଥାଇଲାଣ୍ଡରେ ଲଞ୍ଚ କରାଯାଇଛି। ଏହି କାରରେ ଟ୍ରିପଲ ସେଟ ଫ୍ରଣ୍ଟ ଗ୍ରିଲ, ଅପଡେଟ୍‍ ହେଡଲ୍ୟାମ୍ପ, ଲେଟେଷ୍ଟ ସ୍ୟାନ୍ସ ଟଚସ୍କ୍ରିନ, ଇନଫୋଷ୍ଟେଟମେଣ୍ଟ ସିଷ୍ଟମ, ରହିଛି। କାରକୁ ଲୋକମାନେ କିଣିବେ ବୋଲି କମ୍ପାନୀ ଆଶା ରଖିଛି।

Hot this week

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

Related Articles

Popular Categories