ନୂଆଦିଲ୍ଲୀ : ଫୋର୍ଡ ଇଣ୍ଡିଆ ନିଜର ନୁଆ ମଡେଲ କାର ଏଣ୍ଡୋଭର କିଣିବା ପାଇଁ ବୁକିଂ ଆରମ୍ଭ ହୋଇଯାଇଛି। କମ୍ପାନୀ ଏହି କାରର ବୁକିଂ ପାଇଁ ୧ଲକ୍ଷ ଟଙ୍କା ରଖିଛି। ଏହି କାରକୁ ଭାରତରେ ଫେବୃଆରୀ ୨୨ରେ ବଜାର ପ୍ରବେଶ କରାଯିବ। ଏହି କାରକୁ କମ୍ପାନୀ ତାମିଲନାଡୁ ଚେନ୍ନଇ ସ୍ଥିତ କାରଖାନାରେ ପ୍ରସ୍ତୁତ କରାଯାଉଛି। ନିକଟରେ ଏହି କାରକୁ ଥାଇଲାଣ୍ଡରେ ଲଞ୍ଚ କରାଯାଇଛି। ଏହି କାରରେ ଟ୍ରିପଲ ସେଟ ଫ୍ରଣ୍ଟ ଗ୍ରିଲ, ଅପଡେଟ୍ ହେଡଲ୍ୟାମ୍ପ, ଲେଟେଷ୍ଟ ସ୍ୟାନ୍ସ ଟଚସ୍କ୍ରିନ, ଇନଫୋଷ୍ଟେଟମେଣ୍ଟ ସିଷ୍ଟମ, ରହିଛି। କାରକୁ ଲୋକମାନେ କିଣିବେ ବୋଲି କମ୍ପାନୀ ଆଶା ରଖିଛି।
Popular Categories



