www.samajalive.in
Thursday, December 11, 2025
27.1 C
Bhubaneswar

ଭାରତରେ ଏଣ୍ଟ୍ରି କରିବ ଭିଏତନାମ କମ୍ପାନୀ, ଆଣିବ ଇଲେକ୍ଟ୍ରିକ୍ କାର୍

ନୂଆଦିଲ୍ଲୀ : ଭିଏତନାମର ଇଲେକ୍ଟ୍ରିକ୍ ଗାଡି ନିର୍ମାତା କମ୍ପାନୀ ଭିନଫାଷ୍ଟ ଭାରତୀୟ ବଜାରରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତ ହୋଇସାରିଛି । ଏହି କମ୍ପାନୀ ଭାରତ ମୋବିଲିଟି ଏକ୍ସପୋ ୨୦୨୫ ସହିତ ପ୍ରାରମ୍ଭ କରିବ । କମ୍ପାନୀ ଫେବୃୟାରୀରେ ଚେନ୍ନାଇ ବାହାରେ ନିଜ ଫ୍ୟାସିଲିଟିର କନଷ୍ଟ୍ରକ୍ସନର ଘୋଷଣା କରିଥିଲା । ଏପରିକି ଶିଳାନ୍ୟାସ ମଧ୍ୟ ହୋଇଥିଲା । ଏବେ ଏହା ଅପକମିଂ ମୋଟର ଶୋରେ ନିଜ ପ୍ରଡକ୍ଟର ଲାଇନଅପକୁ ଆଣିବା ପାଇଁ ପ୍ରସ୍ତୁତ ହୋଇସାରିଛି ।

ଅଟୋମେକର ନିଜ ପ୍ରମୁଖ ଭିଏଫ୍୭ ଏସୟୁଭିର ସମ୍ପୂର୍ଣ୍ଣ ରେଞ୍ଜ ଆଣିବା ଆଶା କରାଯାଉଛି । ଆଶା କରାଯାଉଛି କି ଏହା ନିଜ ଶୋରୁମ୍ ଓ ସେଲ୍ସ ସ୍କିମର ଘୋଷଣା ମଧ୍ୟ କରିବ, ଯାହାର ସଞ୍ଚାଳନ କ୍ୟାଲେଣ୍ଡର ବର୍ଷ ୨୦୨୫ରେ ଆରମ୍ଭ ହେବା ଆଶା ରହିଛି । ବିଓ୍ବାଇଡି ଭଳି ଏହାର ପୁରା ଲାଇନଅପ୍ ଇଲେକ୍ଟ୍ରିକ୍ । ଏହା ଭାରତରେ ନିଜ ଦୋକାନ ଖୋଲିଥିବା ଅଲ୍-ଇଲେକ୍ଟ୍ରିକ୍ ନିର୍ମାତା ହେବ । ୧୭ ଲକ୍ଷ ଟଙ୍କାରୁ ଅଧିକ ଦାମୀ ଇଭି କ୍ଷେତ୍ରରେ ଆଗାମୀ ୨ ବର୍ଷରେ ବୃଦ୍ଧି ଅନୁମାନ କରାଯାଉଛି । ଭିଏଫ୍ ଇ୩୪ ଏହାର ପ୍ରଥମ ମଡେଲ ହେବ । ଏହାର ମୁକାବିଲା ଇ- ଭିଟାରା, ହ୍ୟୁଣ୍ଡାଇ କ୍ରେଟା ଇଭି, ଏମଜି ଜେଡଏସ୍ ଇଭି, ମହିନ୍ଦ୍ରା ବିଇ୬, ଟୋୟୋଟା ଅର୍ବନ କ୍ରୁଜର ଇଭି, ହୋଣ୍ଡା ଏଲିଭେଟ୍ ଇଭି ଓ ସ୍କୋଡା କୁଶାକ ଇଭି ସହ ହେବ ।

Hot this week

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

Related Articles

Popular Categories