www.samajalive.in
Monday, December 15, 2025
24.1 C
Bhubaneswar

ନୂଆ ରୂପରେ ଆସିଲା ୟାମାହାର ଏହି ବାଇକ୍, ଜାଣନ୍ତୁ ଦାମ୍…

ନୂଆଦିଲ୍ଲୀ : ୟାମାହା ଭାରତରେ ଏଫଜେଡ୍-ଏସଏଫଆଇକୁ ଅପଡେଟ୍ କରିଛି । ଏହି ଅପଡେଟ୍ ସହିତ ଏହାର ଦାମ୍ ସାମାନ୍ୟ ବୃଦ୍ଧି ପାଇଛି । କମ୍ପାନୀ ଏହାର ଡିଜାଇନକୁ ସାମାନ୍ୟ ପରିବର୍ତ୍ତନ କରିବା ସହିତ ଏଥିରେ କିଛି ନୂଆ କଲର ବିକଳ୍ପ ମଧ୍ୟ ନେଇଆସିଛି ଯେଉଁଥିରେ ମ୍ୟାଟ୍ ବ୍ଲାକ୍, ଆଇସ ଫ୍ଲୁଓ-ବର୍ମିଲିୟନ୍, ମେଟାଲିକ୍ ଗ୍ରେ ଓ ସାଇବର ଗ୍ରୀନ୍ ସାମିଲ ।

ଭାରତୀୟ ବଜାରରେ ୨୦୨୫ ୟାମାହା FZ-S FIର ଏକ୍ସ-ଶୋରୁମ୍ ଦାମ୍ ୧,୩୪,୮୦୦ ଟଙ୍କା । ନୂଆ ଦାମ୍ ଭର୍ସନ ୪.୦ ଅପେକ୍ଷା ୩,୬୦୦ ଟଙ୍କା ଅଧିକ  ରହିଛି ।  ଏଥିରେ ୧୪୯ ସିସି ସିଙ୍ଗଲ-ସିଲିଣ୍ଡର ଏୟାର-କୁଲ୍ଡ ଇଞ୍ଜିନ୍ ରହିଛି ଯାହା ୧୨ ବିଏଚପିର ସର୍ବାଧିକ ପାଓ୍ବର ଓ ୧୩.୩ ଏନଏମର ପିକ୍ ଟର୍କ ଜେନେରେଟ୍ କରିବାରେ ସକ୍ଷମ । ବାଇକ୍ ଇଞ୍ଜିନକୁ ୫ ସ୍ପିଡ୍ ଗିୟରବକ୍ସ ସହ ଯୋଡାଯାଇଛି । ବାଇକରେ ୧୪୦ ସେକ୍ସନର ବଡ ରିୟର ଟାୟର, ସିଙ୍ଗଲ-ଚ୍ୟାନେଲ୍ ଏବିଏସ୍, ଟ୍ରାକ୍ସନ କଣ୍ଟ୍ରୋଲ, ଓ୍ବାଇ-କନେକ୍ଟ ସହିତ ସମ୍ପୂର୍ଣ୍ଣ ରୂପେ ଡିଜିଟାଲ କ୍ଲଷ୍ଟର ଓ ଏଲଇଡି ହେଡଲାଇଟ୍ସ ସାମିଲ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories