bjd gruha runa banner

ଇଡିରେ ହାଜର ହେଲେ ଚିଦମ୍ବରମ୍‍

BSKY banner  750×100
0

ନୂଆଦିଲ୍ଲୀ : ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‍ ଆଇଏନ୍‍ଏକ୍ସ ମିଡିଆ କଳାଧନ ମାମଲାରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି। କଳାଧନ ନିବାରଣ ଆଇନ୍‍ ଅଧୀନରେ ଆଜି ତାଙ୍କର ବୟାନ ରେକର୍ଡ କରାଯାଇଛି। ଗତକାଲି ତାଙ୍କର ପୁଅ କାର୍ତ୍ତି ଚିଦାମ୍ବରମ୍‍ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୬ଘଣ୍ଟା ଜେରା କରିଥିଲା। କଳାଧନ ନିବାରଣ ଆଇନ୍‍ ଅନୁସାରେ ଇଡି ଏହି ମାମଲା ରୁଜୁ କରିଛି।

Leave A Reply