www.samajalive.in
Saturday, December 13, 2025
21.1 C
Bhubaneswar

ହ୍ୱାଟ୍ସ୍‌ଆପ୍‌ର ଏହି ଧମାକାଦାର ଫିଚର୍‌ – ଡିଲିଟ୍‌ ଫଟୋକୁ ଏପରି…..

ସାରା ବିଶ୍ୱର ଲୋକପ୍ରିୟ ମେସେଜିଂ ଆପ୍‌ ହେଉଛି ହ୍ୱାଟ୍ସ୍‌ଆପ୍‌ । ଅଧିକାଂଶ ଅନଲାଇନ୍‌ରେ ମେସେଜ୍‌ ପଠାଉଥଇବା ବ୍ୟକ୍ତି ହ୍ୱାଟସ୍‌ଆପ୍‌କୁ ବ୍ୟବହାର କରିଥାଆନ୍ତି । ଏଥିରେ ଫଟୋ , ଭିଡିଓ, ଜିଫ୍‌ ଏବଂ ଡକ୍ୟୁମେଣ୍ଟ ସହ ଅନେକ କିଛି ପଠାଯାଇପାରିଥାଏ । ବିଭିନ୍ନ ଗ୍ରୁପ ମାଧ୍ୟରେ ସାଙ୍ଗ ଏବଂ ଅନ୍ୟମାନେ ଯୋଡ଼ି ହୋଇପାରିଥାଆନ୍ତି ।

ବେଳେ ବେଳେ ଏଥିରେ ଭୁଲ୍‌ରେ ଆପଣମାନେ କିଛି ଫଟୋକୁ ଡିଲିଟ୍‌ କରିଦେଇଥାଆନ୍ତି । ଏବେ ଏହାକୁ ପୁଣି ଫେରି ପାଇବା ବା ରିକଭର କରିବା ପାଇଁ ଫିଚର୍‌ ହ୍ୱାଟ୍ସଆପ୍‌ ଆଣିଛି । ଭୁଲ୍‌ରେ ଡିଲିଟ୍‌ କରିଥିବା ଫଟୋକୁ ଆପଣ ରିକଭର ବା ପୁଣି ଫେରି ପାଇପାରିବେ ।

- Advertisement -

ହ୍ୱାଟ୍ସ୍‌ଆପ୍‌ ଡିଲିଟି ମି ଅପସନ୍‌ରେ ପରିବର୍ତ୍ତନ କରିଛି । ଏଥିରେ ଏବେ ସେ ଅନ୍‌ ଡୁ Undo ଅପସନ୍‌ ଯୋଗ କରିଛି । ଏହା ମାତ୍ର କିଛି ସେକେଣ୍ଡ ପାଇଁ ପ୍ରଭାବି ବା ଆକ୍ଟିଭ୍‌ ରହିବ । ତାହାରି ଭିତରେ ଆପଣ ଭୁଲ୍‌ରେ ଡିଲିଟ୍‌ କରିଥିବା ଫଟୋକୁ ରିକଭର୍‌ କରିପାରିବେ । ସେହି ସମୟ ପେର ଏହି ଅପସନ୍‌ ବନ୍ଦ ହୋଇଯିବ ।
ଏବେ ଆଉ ଏକ ଅପସନ୍‌ ଆଛି ଓ୍ୱବରେ ବ୍ୟବହାର କରୁଥିବା ହ୍ୱାଟ୍ସ୍‌ଆପ୍‌ ଓ୍ୱେବ୍‌କୁ ଆପଣ ଲକ୍‌ କରି ପାରିବେ । ପ୍ଲେ ଷ୍ଟୋରରେ ଥିବା ବିଟା ଭର୍ସନରେ ଏହା ଉପଲବ୍ଧ ହେଉଛି । WhatsApp beta for Android 2.24.11.9 updateରେ ଏବେ ଏହା ଉପଲବ୍ଧ ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories