ନୟାଗଡ : ବାଣ ବିସ୍ଫୋରଣରେ ସୋମବାର ୨ ଜଣ ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ସଦର ଥାନା ହୀରାଦେଈପୁର ଗାଁରେ ଘଟିଛି। ୨ ଗୁରୁତରଙ୍କୁ ପ୍ରଥମେ ଉଦ୍ଧାର କରାଯାଇ ନୟାଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ବାଣ ତିଆରି ଚାଲିଥିଲା କି ଅନ୍ୟ କିଛି ତାହାର ସ୍ପଷ୍ଟତା ମିଳି ପାରି ନାହିଁ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଏଥର ହୋଲିରେ ଗ୍ରହଙ୍କ ଅଦ୍ଭୁତ ସଂଯୋଗ :ଏହି ରାଶି କିଣିବେ ଜମି, ଘର, ହେବ ବିବାହ, ଚମକିବ ଭାଗ୍ୟ..
ଦେଖନ୍ତୁ ଭିଡିଓ; ଚଳନ୍ତା ଟ୍ରେନ୍ରୁ ଖସି ପଡିଲେ ମହିଳା, ଆଉ ତା’ପରେ..



