ଦେଖନ୍ତୁ ଭିଡିଓ; ଚଳନ୍ତା ଟ୍ରେନ୍ରୁ ଖସି ପଡିଲେ ମହିଳା, ଆଉ ତା’ପରେ..
ନୂଆଦିଲ୍ଲୀ : ରେଳ ଷ୍ଟେସନରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥାଏ । ଯାହା ଭୟଭୀତ, ଆଶ୍ଚର୍ଯ୍ୟ ଚକିତ କରିବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ଅନେକ ସମୟରେ ରେଳ ଷ୍ଟେସନର କିଛି ଦୁର୍ଘଟଣା ଅସାବଧାନତା କାରଣରୁ ଘଟୁଥିବା ମଧ୍ୟ ଦେଖାଯାଏ । ସାମାନ୍ୟ ଅସାବଧାନତା କାରଣରୁ ଅନେକ ମୂଲ୍ୟବାନ୍ ଜୀବନ ବିପଦରେ ପଡିବା ସହ ଚାଲିଯାଏ । ମହାରାଷ୍ଟ୍ରର ବୋରୀବଲୀ ରେଳ ଷ୍ଟେସନର ଏକ ଛାତିଥରା ଦୃଶ୍ୟ … Continue reading ଦେଖନ୍ତୁ ଭିଡିଓ; ଚଳନ୍ତା ଟ୍ରେନ୍ରୁ ଖସି ପଡିଲେ ମହିଳା, ଆଉ ତା’ପରେ..
Copy and paste this URL into your WordPress site to embed
Copy and paste this code into your site to embed