www.samajalive.in
Tuesday, December 9, 2025
15.1 C
Bhubaneswar

ଫୋନ ପାଇଁ ଛାତ୍ରଙ୍କ ଆତ୍ମହତ୍ୟା

ମୁମ୍ବଇ : ଫୋନ୍‌ରେ ଗେମ୍‌ ଖେଳିବା ଏବେ ଛୋଟ ପିଲାଙ୍କଠାରୁ  ଯୁବପୀଢି ପର୍ଯ୍ୟନ୍ତ ଏକ ନିଶାରେ ପରିଣତ ହେଲାଣି । ଆଗରୁ  ବ୍ଲୁ ହ୍ୱେଲ ଓ  ମୋମୋ ଗେମ୍‌ ଖେଳି ଅନେକ ପିଲା ଆତ୍ମହତ୍ୟା କରିଥିବା ଅଭିଯୋଗ ଆସିଥିଲା । ଏବେ ପବଜୀ ନାମକ ଗେମ୍ ପାଇଁ ଅନେକ ପାଗଳ ପ୍ରାୟ । ଏହି ଗେମ୍‌ ପାଇଁ ନହେଲେ ବି ସ ଗେମ୍‌ ଖେଳିବାକୁ ଏକ ଦାମିକା ଫୋନ୍‌ ନ ମିଳିବାରୁ ମୁମ୍ବଇର ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୁମ୍ବଇର ଜଣେ ୧୮ ବର୍ଷିୟ ଛାତ୍ର ତା ପରିବାର ଲୋକଙ୍କୁ ଏକ ୩୭୦୦୦ ଟଙ୍କିଆ ଫୋନ୍‌ କିଣିବା ପାଇଁ ଜିଦ୍‌ କରିଥିଲେ । ମାତ୍ର ଘର ଲୋକ ୨୦ ହଜାର ଟଙ୍କିଆ ଫୋନ୍‌ କିଣିବାକୁ କହିଥିଲେ । ପବ୍‌ଜୀ ଗେମ୍ ଖେଳିବା ପାଇଁ ସେ ଏହି ଫୋନ୍‌ କିଣିବାକୁ କହିଥିଲେ । ଏଥିରେ  ଛାତ୍ର ଜଣଙ୍କ ଉତ୍ତକ୍ଷିପ୍ତ ହୋଇ ଆତ୍ମହତ୍ୟା  କରିଥିବା ଅଭିଯୋଗ ହୋଇଛି ।

 

- Advertisement -
courtesy-NDTV gdgets

ଏବେ ଏହି ପବଜୀ ଗେମ୍ ଯୁବପୀଢିଙ୍କୁ ପାଗଳ ପ୍ରାୟ କରିଦେଇଛି । ସୂଚନାଯୋଗ୍ୟ କିଛିଦିନ ତଳେ ଦିଲ୍ଲୀର ବସନ୍ତପୁର ଅଞ୍ଚଳରେ ପବଜି ଗେମ୍ ଖେଳିବାକୁ ମନାକରିବାରୁ ଜଣେ ପିଲା ନିଜ ବାପା-ମାଁଙ୍କୁ ହତ୍ୟା କରିଦେଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories