www.samajalive.in
Saturday, December 6, 2025
16.1 C
Bhubaneswar

ଚକଲେଟ କେକ

ଆବଶ୍ୟକ ସାମଗ୍ରୀ
ମଇଦା – ୨କପ
ଅଣ୍ଡା – ୧ଟି
କ୍ଷୀର – ୧କପ
ପେଷା ଚିନି – ୧କପ
କଫି ପାଉଡ଼ର – ୧ଚାମଚ
ଚକୋଲେଟ ସିରଫ – ୧ଚାମଚ
ଭ୍ୟାନିଲାଇସେସ – ୧ଚାମଚ
ବେକିଙ୍ଗ ପାଉଡ଼ର – ୧ଚାମଚ
ବଟର – ଆବଶ୍ୟକ ପରିମାଣରେ
କାଜୁ, କିସମିସ, ପେସ୍ତା ବାଦାମ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଏକ ପାତ୍ରରେ ଅଣ୍ଡାକୁ ଭାଙ୍ଗି ଫେଟନ୍ତୁ। ଅନ୍ୟ ଏକ ପାତ୍ରରେ ମଇଦା, କ୍ଷୀର ପକାଇ ଗୋଳାନ୍ତୁ। ଏବେ ଏଥିରେ ଫେଣ୍ଟିଥିବା ଅଣ୍ଡା, ପେଷା ଚିନି, କଫି ପାଉଡ଼ର, ଚକୋଲେଟ ସିରଫ, ଭ୍ୟାନିଲାଇସେସ, ବେକିଙ୍ଗ ପାଉଡ଼ର, ବଟର, କାଜୁ, କିସମିସ, ପେସ୍ତା ବାଦାମ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଅନ୍ୟ ଏକ ପାତ୍ରରେ ଏହି ମିଶ୍ରଣକୁ ପକାଇ ଓଭାନରେ ୩୦ ରୁ ୪୦ ମିନଟ ବସାନ୍ତୁ। ପ୍ରସ୍ତୁତ ହୋଇଗଲା ଚକୋଲେଟ କେକ। ଯଦି ଓଭାନ ନଥାଏ ତେବେ କୁକରରେ ଲୁଣ ରଖି ଏକ ଟିଫିନ ପାତ୍ରରେ ଏହି ମିଶ୍ରଣକୁ ପକାଇ କୁକୁର ସିଟିକୁ କାଢି ଦେଇ ୩୦ ରୁ ୪୦ ମିନିଟ ବସାନ୍ତୁ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories