ଶ୍ରୀମନ୍ଦିର ପରିସରରୁ ଚୋରି ; ଜଣେ ଅଟକ

ପୁରୀ : ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟରେ ଚୋରି ଅଭିଯୋଗରେ ବୁଧବାର ଜଣଙ୍କୁ ଅଟକ ରଖାଯାଇଛି । ନିର୍ମାଲ୍ୟ ଖଳାରେ ଏଏସଆଇର ଭାରାବନ୍ଧା ଲୁହା କଟିଂ ପିସ୍ ଚୋରି କରିଥିବା ଅଭିଯୋଗ ହୋଇଛି । ଜଣେ ଶ୍ରମିକଙ୍କୁ ସିଂହଦ୍ୱାର ଥାନା ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି ।
Comments are closed.