ଦେଖନ୍ତୁ ଭିଡିଓ; ଏମିତି ରୁଟି ତିଆରି କଲେ ଯୁବତୀ, ଜୁଗାଡ୍‌ ଦେଖି ଲୋକେ କହିଲେ ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଏଭଳି ଭିଡିଓ ଭାଇରାଲ୍‌ ହୋଇଥାଏ, ଯାହା ଆଶ୍ଚର୍ଯ୍ୟ ଚକିତ କରିବା ସହ ମଜା ମଧ୍ୟ ଅନୁଭବ ହୋଇଥାଏ । ବିଭିନ୍ନ ପ୍ରକାର ଷ୍ଟଣ୍ଟ, ନାଚ, ଗୀତ, ଅଭିନୟ, ଜୁଗାଡର ଭିଡିଓ ଦେଖିବାକୁ ମିଳିଥାଏ । ନିକଟରେ ଶାଶୁଘରେ କାମ କରୁଥିବା ଜଣେ ଯୁବତୀଙ୍କ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । View this … Continue reading ଦେଖନ୍ତୁ ଭିଡିଓ; ଏମିତି ରୁଟି ତିଆରି କଲେ ଯୁବତୀ, ଜୁଗାଡ୍‌ ଦେଖି ଲୋକେ କହିଲେ ..