ଜାଣନ୍ତୁ ଟ୍ରମ୍ପଙ୍କ ସନ୍ଧ୍ୟା ଭୋଜନରେ ନୀତା ଅମ୍ବାନୀ ପିନ୍ଧିଥିବା ଶାଢି କ’ଣ ପାଇଁ ଖାସ୍
ନୂଆଦିଲ୍ଲୀ : ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୨୦ରେ ଶପଥ ଗ୍ରହଣ କରିଛନ୍ତି । ଶପଥଗ୍ରହଣ ଉତ୍ସବ ଆରମ୍ଭ ହେବା ପୂର୍ବରୁ ଟ୍ରମ୍ପ ଏକ ସନ୍ଧ୍ୟା ଭୋଜନର ମଧ୍ୟ ଆୟୋଜନ କରିଥିଲେ। ଏଥିରେ ଅନେକ ଦେଶର ନେତା, ଶିଳ୍ପପତି, ଉଦ୍ୟୋଗପତି ଯୋଗ ଦେବା ସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଓ ତାଙ୍କ ସ୍ତ୍ରୀ ତଥା ରିଲାଏନ୍ସ ଫାଉଣ୍ଡେସନ ଅଧ୍ୟକ୍ଷା ନୀତା ଅମ୍ବାନୀ ଯୋଗ ଦେଇଥିଲେ। ମୁଖ୍ୟ ଆକର୍ଷଣ ସାଜିଥିଲା ନୀତା ଅମ୍ବାନୀ … Continue reading ଜାଣନ୍ତୁ ଟ୍ରମ୍ପଙ୍କ ସନ୍ଧ୍ୟା ଭୋଜନରେ ନୀତା ଅମ୍ବାନୀ ପିନ୍ଧିଥିବା ଶାଢି କ’ଣ ପାଇଁ ଖାସ୍
Copy and paste this URL into your WordPress site to embed
Copy and paste this code into your site to embed