www.samajalive.in
Saturday, December 6, 2025
15.1 C
Bhubaneswar

କ’ଣ କହେ ହସ୍ତରେଖା: ଜାଣନ୍ତୁ କେଉଁମାନଙ୍କର ହୋଇଥାଏ ସରକାରୀ ଚାକିରି..

ହସ୍ତରେଖାଶାସ୍ତ୍ରରେ ପାପୁଲିରେ ଥିବା ରେଖା,ପର୍ବତ ସାହାଯ୍ୟରେ ବ୍ୟକ୍ତିଙ୍କ ଜୀବନର ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଅନେକ କିଛି ତଥ୍ୟ ମିଳିଥାଏ । ଏଭଳି କି ପାପୁଲି ରେଖାରୁ ଆପଣଙ୍କ କର୍ମକ୍ଷେତ୍ର ବିଷୟରେ ମଧ୍ୟ ଜଣାପଡିଥାଏ ।

ହସ୍ତରେଖା ଶାସ୍ତ୍ର ଅନୁସାରେ ଯେକୌଣସି ବ୍ୟକ୍ତି ବିଶେଷଙ୍କ ପାପୁଲିରେ ତାଙ୍କ ଜୀବନ ସହ ଜଡିତ ଅନେକ ରହସ୍ୟ ଲୁଚି ରହିଥାଏ । ଏହି ରେଖା ମାଧ୍ୟମରେ ବ୍ୟକ୍ତିଙ୍କ ଜୀବନ, ସ୍ୱାସ୍ଥ୍ୟ, ଧନ-ସମ୍ପତ୍ତି ଓ କର୍ମକ୍ଷେତ୍ର ବିଷୟରେ ଅନେକ ସୂଚନା ମିଳିଥାଏ । ପାପୁଲିର ରେଖା ଓ ପର୍ବତରୁ କର୍ମକ୍ଷେତ୍ର ବିଷୟରେ ଜାଣନ୍ତୁ..

- Advertisement -

ହସ୍ତରେଖା ଶାସ୍ତ୍ର ଅନୁସାରେ ପାପୁଲିରେ ଥିବା କନିଷ୍ଠା ଆଙ୍ଗୁଠି ତଳକୁ ବୁଧ ପର୍ବତ ରହିଥାଏ । ଯେଉଁ ବ୍ୟକ୍ତି ବିଶେଷଙ୍କ ବୁଧ ପର୍ବତ ଅଧିକ ଗାଢ ଦେଖାଯାଏ, ସେମାନେ ବ୍ୟବସାୟ ମାଧ୍ୟମରେ ଖୁବ୍‌ ଧନ ରୋଜଗାର କରନ୍ତି । ଏମାନଙ୍କ କର୍ମକ୍ଷେତ୍ର ବ୍ୟାକିଙ୍ଗ୍‌ ଓ ପରିଚାଳନା କ୍ଷେତ୍ର ସହ ଜଡିତ ହୋଇ ରହିଥାନ୍ତି।

୨୭ ବର୍ଷ ପରେ ଗୁରୁଙ୍କ ନକ୍ଷତ୍ରରେ ଶନି ଚଳନ; ଏହି ୩ ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ..

ଯେଉଁ ବ୍ୟକ୍ତି ବିଶେଷଙ୍କ ହସ୍ତରେ ସୂର୍ଯ୍ୟ ପର୍ବତ ଉପର ଅଂଶକୁ ରହିଥାଏ, ଏମାନେ ଅଧିକାଂଶ ସରକାରୀ ଚାକିରି କରିଥାନ୍ତି । ସରକାରୀ ଚାକିରିର ଏମାନଙ୍କ ଯୋଗ ଥାଏ । ପାପୁଲିରେ ଅନାମିକା ଆଙ୍ଗୁଠି ତଳକୁ ସୂର୍ଯ୍ୟ ପର୍ବତ ରହିଥାଏ।

ପାପୁଲିର ତର୍ଜନୀ ଆଙ୍ଗୁଠି ତଳକୁ ଗୁରୁ ପର୍ବତ ରହିଥାଏ । ଯେଉଁମାନଙ୍କ ହସ୍ତରେ ଗୁରୁ ପର୍ବତ ଅଧିକ ଗାଢ ଦେଖାଯାଏ । ଏମାନେ ଡାକ୍ତରୀ, ଶିକ୍ଷା କିମ୍ବା କାର୍ଯ୍ୟାଳୟରେ ପରିଚାଳନା କାର୍ଯ୍ୟ କରି ଥାନ୍ତି ।

ଜିଓର ଏହି ରିଚାର୍ଜ ପ୍ଲାନ୍‌ରେ ବର୍ଷଯାକ ମିଳିବ ଅନ୍‌ଲିମିଟେଡ୍‌ ୫ଜି ଡାଟା

ଯେଉଁ ବ୍ୟକ୍ତି ବିଶେଷଙ୍କ ପାପୁଲିରେ ଶନି ପର୍ବତ ଅଧିକ ଗାଢ ଦେଖାଯାଏ । ଏମାନଙ୍କୁ କର୍ମକ୍ଷେତ୍ରରେ ଖୁବ୍‌ ସଂଘର୍ଷ କରିବାକୁ ପଡିଥାଏ । ଏମାନେ ଠିକାଦାର ସମ୍ବନ୍ଧୀୟ କାମ କଲେ ଅଧିକ ସଫଳତା ମିଳିଥାଏ । ଶନି ପର୍ବତ ମଧ୍ୟମା ଆଙ୍ଗୁଠିର ତଳ ସ୍ଥାନରେ ରହିଥାଏ ।

ଦେଖନ୍ତୁ ଭିଡିଓ; ବାଘ ଆକ୍ରମଣରୁ କେମିତି ବଞ୍ଚିଲା ନାବାଳକର ଜୀବନ, ବଳଦକୁ ବି କଲା ଆକ୍ରମଣ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories