୨୭ ବର୍ଷ ପରେ ଗୁରୁଙ୍କ ନକ୍ଷତ୍ରରେ ଶନି ଚଳନ; ଏହି ୩ ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ..

ଗ୍ରହଙ୍କ ରାଶି ଓ ନକ୍ଷତ୍ର ପରିବର୍ତ୍ତନ ପ୍ରତ୍ୟେକ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ନ୍ୟାୟ ଓ କର୍ମଫଳଦାତା ଶନି ଦେବଙ୍କ ରାଶି ଓ ନକ୍ଷତ୍ର ପରିବର୍ତ୍ତନର ବିଶେଷ ମାନ୍ୟତା ରହିଛି । ଦୀର୍ଘ ୨୭ ବର୍ଷ ପରେ ଶନିଦେବ ଗୁରୁଙ୍କ ନକ୍ଷତ୍ରରେ ପ୍ରବେଶ କରିଛନ୍ତି । ଶନିଙ୍କ ରାଶି ଓ ନକ୍ଷତ୍ର ପରିବର୍ତ୍ତନକୁ ଖୁବ୍‌ ଖାସ୍‌ ବୋଲି କୁହାଯାଏ । ଦୀର୍ଘ ୨୭ ବର୍ଷ ପରେ ଶନି ଗୁରୁଙ୍କ ନକ୍ଷତ୍ର ପୂର୍ବାଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ … Continue reading ୨୭ ବର୍ଷ ପରେ ଗୁରୁଙ୍କ ନକ୍ଷତ୍ରରେ ଶନି ଚଳନ; ଏହି ୩ ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ..