ଦେଖନ୍ତୁ ଭିଡିଓ; ବାଘ ଆକ୍ରମଣରୁ କେମିତି ବଞ୍ଚିଲା ନାବାଳକର ଜୀବନ, ବଳଦକୁ ବି କଲା ଆକ୍ରମଣ..

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ପନ୍ନା ଜିଲାରେ ବାଘ ଆକ୍ରମଣର ଏକ ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ବାଘ ପ୍ରଥମେ ଛେଳି ଚରାଉଥିବା ଜଣେ ନାବାଳକ ଉପରେ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲା । ଏହାପରେ ବାଘ ଏକ ବଳଦ ଉପରେ ମଧ୍ୟ ଆକ୍ରମଣ କରିଥିଲା । ସେହି ସମୟରେ ଏହି ଭିଡିଓ ରେକର୍ଡ କରାଯାଇଛି । ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ … Continue reading ଦେଖନ୍ତୁ ଭିଡିଓ; ବାଘ ଆକ୍ରମଣରୁ କେମିତି ବଞ୍ଚିଲା ନାବାଳକର ଜୀବନ, ବଳଦକୁ ବି କଲା ଆକ୍ରମଣ..