www.samajalive.in
Sunday, December 7, 2025
23.1 C
Bhubaneswar

୩୦ ବର୍ଷ ପରେ ମୀନ ରାଶିରେ ପ୍ରବେଶ କରିବେ ଶନିଦେବ : ଏହି ୩ ରାଶି ହେବେ ମାଲାମାଲ୍‌,ମିଳିବ ସୁଖମୟ ଦାମ୍ପତ୍ୟ ଜୀବନ

୨୯ ମାର୍ଚ୍ଚ ୨୦୨୫ରେ ନ୍ୟାୟର ଦେବତା ଶନି ଦେବ ରାଶି ପରିବର୍ତ୍ତନ କରିବେ। ଏହି ଦିନ ଶନି ଦେବ କୁମ୍ଭ ରାଶିରୁ ମୀନ ରାଶିରେ ପ୍ରବେଶ କରିବେ। ତେବେ ଶନି ଗ୍ରହ ରାଶି ପରିବର୍ତ୍ତନ କରିବା ଦ୍ୱାରା ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତିବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ।

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଆୟରେ ବୃଦ୍ଧି ହେବ। ଚାକିରି ଓ ବ୍ୟବସାୟରେ ଜଡିତ ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ । ହଠାତ୍‌ ସଫଳତା ମିଳିବା ସହ ଧନ ପ୍ରାପ୍ତି ହେବ । ନୂଆ ନୂଆ ସୁଯୋଗ ମିଳିବ । ମନ ପ୍ରସନ୍ନ ରହିବ । ବୈବାହିକ ଜୀବନ ସୁଖମୟ ହେବ। ଶତ୍ରୁ ପରାଜିତ ହେବେ।

- Advertisement -

ତୁଳା – ଚାକିରି କରିଥିବା ବ୍ୟକ୍ତି ବିଶେଷଙ୍କର ପଦନ୍ନୋତି ସହ ଦରମା ବୃଦ୍ଧି ହେବ । ଶୁଭ ଖବର ମିଳିବ । ଧନ ବୃଦ୍ଧି ହେବ । ଖର୍ଚ୍ଚ କମ୍‌ ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ।

ମକର- ହଠାତ୍‌ ଧନ ପ୍ରାପ୍ତି ହେବ । ଅଟକି ଥିବା କାମରେ ସଫଳତା ମିଳିବ। ଚାକିରି-ବ୍ୟବସାୟରେ ଖୁବ୍‌ ଲାଭ ମିଳିବ । ଧନ ପ୍ରାପ୍ତି ପାଇଁ ନୂଆ ନୂଆ ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ସନ୍ତାନ ପକ୍ଷରୁ ଶୁଭ ଖବର ମିଳିବ।

ଜାଣନ୍ତୁ ଜିଓର ଏହି ଶସ୍ତା ରିଚାର୍ଜ ପ୍ଲାନ୍‌, ମାଗଣାରେ ମିଳିବ ୨୦ ଜିବି ଡାଟା ସହ ଅନ୍ୟାନ୍ୟ ସୁବିଧା..

 

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories