www.samajalive.in
Tuesday, December 9, 2025
17.1 C
Bhubaneswar

ସନ୍ଧ୍ୟା ୫ଟା ମୁଖ୍ୟ ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି.. ଝାଡ଼ଖଣ୍ଡର ଦେଓଘର ବିମାନବନ୍ଦରରେ ଅଟକିଛି ବିମାନ.. ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ବିଳମ୍ବିତ..

ଦେଶର ତିନି ଶ୍ରେଷ୍ଠ ଥାନା ମଧ୍ୟରେ ଗଞ୍ଜାମ ଜିଲ୍ଲାର ପାଟପୁର ଥାନା..

- Advertisement -

ନ୍ୟୁଜିଲ୍ୟାଣ୍ଡ ସଂସଦରେ ହଙ୍ଗାମା.. ବିଲ୍ ଚିରି ଫିଙ୍ଗିଦେଇ ନାଚିଲେ ସାଂସଦ..

ସମୁଦ୍ରରେ ଫସିଲେ ବୋଇତ ବନ୍ଦାଣ ଦେଖିବାକୁ ଯାଇଥିବା ୮୦ ଯାତ୍ରୀ.. ଭଦ୍ରକ ଜିଲ୍ଲା ବାସୁଦେବପୁରର ଚୂଡ଼ାମଣି ଘାଟରୁ ୮୦ ଜଣ ଲୋକ ଏକ ବୋଟରେ ସମୁଦ୍ର ମଧ୍ୟକୁ ଯାଇଥିଲେ..

କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ.. ପୋଖରୀରେ ବୁଡ଼ି ୩ ବର୍ଷର ଶିଶୁପୁତ୍ର ମୃତ.. କଟକ ଜିଲା ସାଲେପୁର ବ୍ଲକ କରମୁଆଁ ଗାଁରେ ଦୁଃଖଦ ଘଟଣା..

ଡଙ୍ଗା ଭସାଇବାବେଳେ ବଡ ଅଘଟଣ.. ମାଲକାନଗିରି ସଦର ଥାନା ଚମ୍ପାନଗରରେ ଅଭାବନୀୟ ଘଟଣା.. ନଦୀରେ ଭସାଯାଇଥିବା ଡଙ୍ଗାରୁ କଏନ ଆଣିବାବେଳେ ବୁଡିଯାଇ ୧୨ ବର୍ଷର ନାବାଳିକା ମୃତ..

ଦିଲ୍ଲୀରେ ଚିନ୍ତାଜନକ ସ୍ଥିତିରେ ବାୟୁ ପ୍ରଦୂଷଣ.. ପ୍ରାଥମିକ ବିଦ୍ୟାଳୟ ବନ୍ଦ କଲେ ଦିଲ୍ଲୀ ସରକାର , ପରବର୍ତ୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ ଅନଲାଇନରେ ହେବ ପାଠପଢା.. ଦିଲ୍ଲୀରେ ଦୃଶ୍ୟମାନ ଦୂରତା ବି ହ୍ରାସ.. ଲାଗୁ ହେଲା ଜିଆରଏପି -୩..

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories