www.samajalive.in
Saturday, December 6, 2025
26.1 C
Bhubaneswar

‘ଯମୁନା’ ପରେ ଶିମିଳିପାଳକୁ ଆସିଲା ବାଘୁଣୀ ‘ଗଙ୍ଗା’

ମୟୂରଭଞ୍ଜ : ଶିମିଳିପାଳରେ ରାଜ୍ କରିବେ ଗଙ୍ଗା ଯମୁନା। ଯମୁନା ପରେ ଶିମିଳିପାଳକୁ ଆସିଲା ବାଘୁଣୀ ଗଙ୍ଗା। ଗତ ୭ ତାରିଖରେ ଗଙ୍ଗାକୁ ଆଣିବାକୁ ଶିମିଳିପାଳର ଏକ ସ୍ଵତନ୍ତ୍ର ଟିମ୍ ମହାରାଷ୍ଟ୍ରର ତଡବା ଜଙ୍ଗଲକୁ ଯାଇଥିଲା। ଅକ୍ଟୋବର ୨୮ ତାରିଖରେ ବାଘୁଣୀ ଯମୁନା ଶିମିଳିପାଳକୁ ଆସିଥିବାବେଳେ ତାକୁ ପ୍ରଥମେ ଏନକ୍ଲୋଜରରେ ରଖାଯାଇଥିଲା। କିଛି ଦିନ ତଳେ ଯମୁନାକୁ ଅଭୟାରଣ୍ୟର କୋର୍ ଏରିଆରେ ଛଡାଯାଇଛି। ବର୍ତ୍ତମାନ ଆଉ ଏକ ବାଘୁଣୀ ଗଙ୍ଗା ଶିମିଳିପାଳକୁ ଆସିଥିବାରୁ ତାକୁ ମଧ୍ୟ ଏନକ୍ଲୋଜରରେ ଛଡାଯିବା ନେଇ ସୂଚନା ରହିଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories