www.samajalive.in
Tuesday, December 9, 2025
19.1 C
Bhubaneswar

ରଣଜୀ ଟ୍ରଫି: ୩ୟ ଦିନରେ ଓଡ଼ିଆ କ୍ରିକେଟର ଗୋବିନ୍ଦଙ୍କ ଶତକ

ସମାଜ ଡିଜିଟାଲ ଡେସ୍କ: ବାରବାଟୀରେ ଚାଲିଥିବା ରଣଜୀ ଟ୍ରଫି ଲଢେଇରେ ଜମୁ କଶ୍ମୀର ବିପକ୍ଷରେ ଶତକୀୟ ପାଳି ଖେଳିଛନ୍ତି ଓଡ଼ିଶା ଅଧିନାୟକ ଗୋବିନ୍ଦ ପୋଦାର। ୧୩୩ ଅପରାଜିତ ପାଳି ସତ୍ତ୍ୱେ ଓଡ଼ିଶା ୨୭୨ ରନରେ ଅଲ୍ ଆଉଟ୍। ବିପକ୍ଷ ଦଳ ଆଗରେ ୨ ରନ ଲିଡ୍‌ ନେଇ ଓଡ଼ିଶାର ପ୍ରଥମ ପାଳି ଶେଷ ହୋଇଛି। ଦ୍ୱିତୀୟ ପାଳି ଆରମ୍ଭରୁ ଜାମୁ କଶ୍ମୀରକୁ ଝଟକା ଲାଗିଛି। ବ୍ୟାଟିଂ ଜାରି ରଖିଛି ଭ୍ରମଣକାରୀ ଦଳ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories