www.samajalive.in
Friday, December 5, 2025
26.1 C
Bhubaneswar

ଓଜନ ହ୍ରାସ ପାଇଁ ଚିନ୍ତିତ କି ? ଖାଆନ୍ତୁ ଏହି ଫଳ

ଆଜିକାଲି ଦୁନିଆ ସାରା ଲୋକେ ନିଜ ଡ଼ାଇଟିଙ୍ଗକୁ ନେଇ ଖୁବ ଚିନ୍ତିତ। ଓଜନ ହ୍ରାସ କରିବା ପାଇଁ ଚେଷ୍ଟା କରୁଥିବା ଲୋକେ ଫଳକୁ ମଧ୍ୟ ନିଜ ଖାଇବାରୁ ଦୂରେଇ ରଖିଥାଆନ୍ତି। ମାତ୍ର ଏହା ଠିକ ନୁହେଁ। ଫଳ ନ ଖାଇବା ଦ୍ୱାରା ବହୁ ପୋଷକ ତତ୍ତ୍ୱ ଶରୀର ନିକଟକୁ ପହଞ୍ଚିପାରେ ନାହିଁ। ଫଳକୁ ଠିକ ଭାବେ ଖାଇବା ଦ୍ୱାରା ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଜାଣନ୍ତୁ କେଉଁ ଫଳକୁ ଖାଇବା ଦ୍ୱାରା ଓଜନ ହ୍ରାସ ପାଇଥାଏ….
ଲିଚୁ କୋଳି – ଲିଚୁ କୋଳି ଓଜନ ହ୍ରାସ କରିବା ପାଇଁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଉପକାରୀ ଅଟେ। ଏହି ଫଳରେ ଥିବା ପୋଷକ ତତ୍ତ୍ୱ ଓଜନ ହ୍ରାସ କରିଥାଏ। ତେଣୁ ନିୟମତି ଏହି ଫଳକୁ ଖାଇବା ଦ୍ୱାରା ଖୁବ୍‌ ଉପକାର ମିଳିଥାଏ।
ତରଭୂଜ – ଓଜନ ହ୍ରାସ ପାଇଁ ଏହା ମଧ୍ୟ ଏକ ଉପକାରୀ ଫଳ ଅଟେ। ବିଶେଷଜ୍ଞଙ୍କ ମତରେ ୧୦୦ ଗ୍ରାମ ତରଭୂଜରେ ୮ ଗ୍ରାମ କାର୍ବୋହାଇଡ଼୍ରେଟ ରହିଛି। ତେଣୁ ଏହାକୁ ନିୟମିତ ଖାଇଲେ ମଧ୍ୟ ଓଜନ ହ୍ରାସ ହୋଇଥାଏ।
ଖରଭୂଜ – ଏହାକୁ ମଧ୍ୟ ନିୟମିତ ଖାଇବା ଦ୍ୱାରା ଓଜନ କମିଥାଏ। ବିଶେଷଜ୍ଞଙ୍କ ମତରେ ୧୦୦ ଗ୍ରାମ ଖରଭୂଜରେ ମଧ୍ୟ ୮ ଗ୍ରାମ କାର୍ବୋହାଇଡ଼୍ରେଟ ରହିଛି। ତେଣୁ ଏହା ମଧ୍ୟ ଉପକାରୀ ଅଟେ।
ପିଚ ଫଳ – ଏହି ଫଳ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ଅଟେ। ସପ୍ତାହକୁ ୨ ରୁ ୩ ଥର ଏହାକୁ ଖାଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories