www.samajalive.in
Saturday, December 6, 2025
14.1 C
Bhubaneswar

ଦେଖନ୍ତୁ ଭିଡ଼ିଓ; ସ୍କୁଟିରେ ଯାଉଛି ବିରାଟ କୁମ୍ଭୀର

ସମାଜ ଡିଜିଟାଲ ଡେସ୍କ: କୁମ୍ଭୀର ସାଧାରଣତଃ ପାଣିରେ ରହିଥିବା ଆପଣ ଦେଖିଥିବେ। ହେଲେ ବର୍ତ୍ତମାନ କେତେବେଳେ କୁମ୍ଭୀର ରାସ୍ତାରେ ବୁଲୁଛି ତ କେତେବେଳେ ଛାତ ଉପରେ ଠାବ ହେଉଛି। ଆପଣ ଦେଖୁଥିବା ଏହି ଭିଡ଼ିଓରେ ବିରାଟ କୁମ୍ଭୀରଟି ଏକ ସ୍କୁଟିରେ ବସିକି ଯାଉଛି। ଦୁଇ ଜଣ ଯୁବକ କୁମ୍ଭୀରଟିକୁ ନେଇ ଯାଉଥିବା ଆପଣ ଦେଖିପାରୁଛନ୍ତି। ଏଦୃଶ୍ୟ ହେଉଛି ଗୁଜରାଟର ବଡୋଦରା ଅଞ୍ଚଳର। ଏହି ଭିଡ଼ିଓଟି ଏବେ ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories