www.samajalive.in
Sunday, December 7, 2025
26.1 C
Bhubaneswar

ଶିଶୁ ଉପରେ ଚଢିଗଲା ଟେମ୍ପୋ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଗାଜିଆବାଦ: ଗାଜିଆବାଦ ମହାନଗର ନିଗମର ଟେମ୍ପୋ ଚାଳକଙ୍କ ଚରମ ଅବହେଳାର ଏକ ଘଟଣା ସାମ୍ନାକୁ ଆସିଛି। କେଲା ଭଟ୍ଟା ୱାର୍ଡ ନମ୍ବର ୯୩ରେ ମହାନଗର ନିଗମର ଟେମ୍ପୋ ଡ୍ରାଇଭର ଜଣେ ଶିଶୁ ଉପରେ ଗାଡ଼ି ଚଢାଇ ଦେଇଛନ୍ତି।


ଗୁରୁତର ଅବସ୍ଥାରେ ଶିଶୁକୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାର ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଏଥିରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, କିପରି ଟେମ୍ପୋ ଚାଳକ ଶିଶୁ ଉପରେ ଗାଡ଼ି ଚଢାଇ ଦେଉଛନ୍ତି। ଦୁଇ ଜଣ ଶିଶୁ ହାତ ଧରାଧରି ହୋଇ ରାସ୍ତାରେ ଠିଆ ହୋଇଥିବାବେଳେ ଟେମ୍ପୋଟି ଗୋଟିଏ ଶିଶୁକୁ ପ୍ରଥମେ ଧକ୍କା ଦେଇ ପରେ ତା’ଉପରେ ଚଢିଯାଉଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories