www.samajalive.in
Saturday, December 6, 2025
16.1 C
Bhubaneswar

ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ-ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଯେଉଁମାନଙ୍କ ଆକାଉଣ୍ଟକୁ ୧ଟଙ୍କା ନଆସିଛି ସେମାନେ ବି ସୁଭଦ୍ରା ଟଙ୍କା ପାଇପାରିବେ। ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ସୂଚନା ଦେଇଛନ୍ତି। ସିଷ୍ଟମ୍‌‌ ଚେକ୍‌‌ କରିବାକୁ ଆକାଉଣ୍ଟକୁ ୧ଟଙ୍କା କେବଳ ଟ୍ରାଏଲ ପାଇଁ ପଠାଯାଇଛି। ଯାହା ଆକାଉଣ୍ଟକୁ ୧ଟଙ୍କା ଯାଇନାହିଁ, ସେ ବି ସୁଭଦ୍ରା ଟଙ୍କା ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ୧୭ ତାରିଖରେ ପ୍ରଥମ କିସ୍ତି ମିଳିବା ପରେ ବି ଆବେଦନ କରିପାରିବେ। ରାଜ୍ୟ ବାହାରେ ଥିଲେ ବି ଯେତେ ଆସିବେ ସେବେ ଆବେଦନ କରିଲେ ଟଙ୍କା ପାଇବେ ବୋଲି କହିଛନ୍ତି। ତେବେ ସୁଭଦ୍ରା ଯୋଜନାକୁ ନେଇ ଅନେକ ସାଇବର ଠକ ମାତିଛନ୍ତି। ଫେକ୍‌‌ ଫୋନ୍‌‌ କଲ କିଛି ଆସିଲେ ରିସିଭ ନକରିବାକୁ ପରାମର୍ଶ ଦେଇଛନ୍ତି ପ୍ରଭାତି ପରୀଡା

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories